‘ଉଡ୍‌ତା ପଞ୍ଜାବ’ରୁ ପଞ୍ଜାବ ଶଦ୍ଦ ହଟାଇବାକୁ ନିର୍ଦ୍ଦେଶ

ମୁମ୍ୱାଇ: ଅପ୍‌କମିଂ ଫିଲ୍ମ‘ଉଡ୍‌ତା ପଞ୍ଜାବ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଫିଲ୍କରୁ ‘ପଞ୍ଜାବ’ ଶଦ୍ଦ ହଟାଇବା ଲାଗି  ସେନସର୍‌ ବୋର୍ଡ ଏହାର ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫିଲ୍ମଟିରେ ପଞ୍ଚାବର ଛବିକୁ  ଠିକ୍‌ ଭାବେ ପ୍ରଦର୍ଶିତ କରାଯାଇ ନାହିଁ ବୋଲି ସେନ୍‌ସର୍‌ ବୋର୍ଡ ଅନୁଭବ କରିଛନ୍ତି । ତେଣୁ ପ୍ରଯୋଜକ ଏହାକୁ କାଳ୍ପନିକ ପୃଷ୍ଠଭୂମିରେ ଉପସ୍ଥାପନ କରନ୍ତୁ ବୋଲି  ସେନ୍‌ସର ବୋର୍ଡ ଚାହୁଁଛି। ପୂର୍ବରୁ ମଧ୍ୟ ସେନସର୍‌ ବୋର୍ଡ ଫିଲ୍ମର କେତୋଟି ଦୃଶ୍ୟକୁ ନେଇ ଆପତ୍ତି ଉଠାଇବା […]

udta-punjab

udta-punjab

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 10:35 AM IST

Sports

Latest News

ମୁମ୍ୱାଇ: ଅପ୍‌କମିଂ ଫିଲ୍ମ‘ଉଡ୍‌ତା ପଞ୍ଜାବ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଫିଲ୍କରୁ ‘ପଞ୍ଜାବ’ ଶଦ୍ଦ ହଟାଇବା ଲାଗି  ସେନସର୍‌ ବୋର୍ଡ ଏହାର ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫିଲ୍ମଟିରେ ପଞ୍ଚାବର ଛବିକୁ  ଠିକ୍‌ ଭାବେ ପ୍ରଦର୍ଶିତ କରାଯାଇ ନାହିଁ ବୋଲି ସେନ୍‌ସର୍‌ ବୋର୍ଡ ଅନୁଭବ କରିଛନ୍ତି । ତେଣୁ ପ୍ରଯୋଜକ ଏହାକୁ କାଳ୍ପନିକ ପୃଷ୍ଠଭୂମିରେ ଉପସ୍ଥାପନ କରନ୍ତୁ ବୋଲି  ସେନ୍‌ସର ବୋର୍ଡ ଚାହୁଁଛି।

ପୂର୍ବରୁ ମଧ୍ୟ ସେନସର୍‌ ବୋର୍ଡ ଫିଲ୍ମର କେତୋଟି ଦୃଶ୍ୟକୁ ନେଇ ଆପତ୍ତି ଉଠାଇବା ସହ ସାର୍ଟିଫିକେଟ୍‌ ଦେବାକୁ  ମନା  କରି ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ  ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ଚୌବେ ଏହାକୁ ଖଣ୍ଡନ କରିଥିଲେ। ପଞ୍ଜାବରେ ଆସନ୍ତା ବର୍ଷ  ବିଧାନସଭା ନିର୍ବାଚନ ହେବାର ଅଛି। ନିର୍ବାଚନ ପୂର୍ବରୁ ଫିଲ୍ମ ରିଲିଜ୍ ଯୋଗୁଁ କ୍ଷମତାସୀନ ଅକାଳୀ ଦଳ ଅଡୁଆରେ ପଡିପାରେ ବୋଳି ଅନୁମାନ କରାଯାଉଛି। ପୂର୍ବରୁ ଫିଲ୍ମକୁ ପଞ୍ଜାବରେ ବ୍ୟାନ୍‌ କରାଯିବ ବୋଲି ଗୁଜବ ଉଠିଥିଲା। ଏହାକୁ ପଞ୍ଜାବ ସରକାର ଖଣ୍ଡନ କରିଥିଲେ।

ପଞ୍ଜାବର ଯୁବ ଗୋଷ୍ଠୀ କିଭଳି ଡ୍ରଗ୍ସ କବଳରେ ପଡୁଛନ୍ତି ତାହା ଫିଲ୍ମରେ ନିର୍ଦ୍ଦେଶକ ଦେଖାଇବାକୁ ଚେଷ୍ଟା କରିଛନ୍ତି। ବାଲାଜୀ ମୋସନ ପିକ୍ଟର୍ସ ଓ ଫ୍ୟାଣ୍ଟମ୍‌ ଫିଲ୍ମସ ବ୍ୟାନରରେ  ନିର୍ମିତ ଏହି ଫିଲ୍ମରେ ଶାହିଦ୍ କାପୁର, ଆଲିଆ ଭଟ୍ଟ, କରୀନା କପୁର ମୁଖ୍ୟ ଭୂମିକାରେ  ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story