ଫିଲ୍ମି ଫ୍ରାଇଡେ : ରିଲିଜ୍ ହେଲା ’ପିକୁ’

ଭୁବନେଶ୍ୱର : ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ’ପିକୁ’। ଟାଇଟେଲ ଭୁମିକାରେ ଦୀପିକା ପାଦୁକୋନ୍ ଅଭିନୟ କରିଥିବାବେଳେ ତାଙ୍କ ପିତାଙ୍କ ଭୂମିକାରେ ଅଛନ୍ତି ବିଗ ବି ଅମିତାଭ ବଚ୍ଚନ। ବାପ ଝିଅର ସମ୍ପର୍କକୁ ନେଇ ଗତିଶୀଳ ହୋଇଛି ଫିଲ୍ମର କାହାଣୀ। ଏହି କମେଡି ଡ୍ରାମାରେ ମେଟ୍ରୋ ସିଟିରେ ରହୁଥିବା ଜଣେ କର୍ମଜୀବୀ ମହିଳା ନିଜ ବୟସ୍କ ବାପାଙ୍କ ଯତ୍ନ ନେବା ପାଇଁ କି କି ସଂଘର୍ଷର ସମାନା କରୁଛି ତାହା ହିଁ ଦର୍ଶାଯାଇଛି । ଫିଲ୍ମରେ ଅନ୍ୟତମ ଭୂମିକାରେ ରହିଛନ୍ତି ଇରଫାନ୍ ଖାନ୍ ଏବଂ ମୌସୁମୀ ଚାଟାର୍ଜୀ। ଭିକି ଡୋନର ଏବଂ ମାଡ୍ରାସ କାଫେ ଭଳି ଭିନ୍ନ ସ୍ୱାଦର ଫିଲ୍ମ ନିର୍ମାଣ କରିଥିବା ସିରଜାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଶ୍ରଦ୍ଧା କପୁର୍ ଓ ସାରା ଅଲ୍ଲୀ ଖାନଙ୍କୁ ସମନ କରିପାରେ ଏନସିବି

ନେପୋଟିଜିମ୍ ପାଇଁ କିଏ ଦାୟୀ? ଜବାବ ରଖିଲେ ନଓ୍ୱାଜୁଦ୍ଦିନ ସିଦ୍ଦିକି

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

ଭିକୁ ସେଠ୍‌‌ଙ୍କ ଶୁଦ୍ଧିକ୍ରିୟା ପାଇଁ ନେହୁରା ହେଉଛନ୍ତି ପତ୍ନୀ, ପାର୍ବତୀ ପାଖକୁ ଦୌଡ଼ୁଛନ୍ତି ବେବିନା

ମା’ ଓ ଭାଇଙ୍କୁ ମନେ ପକାଇ…

ବଲିଉଡ୍‌ର ‘ସାମ୍ ଡ୍ରଗ୍ସ ଅଙ୍କଲ’ ଗିରଫ; କହିଛି ଅନେକ ବଡ଼ ସେଲେବ୍ରିଟିଙ୍କ ନାଁ

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା

କଙ୍ଗନାଙ୍କୁ ଜବାବ ଦେଲା ବିଏମ୍‌ସି

ଉର୍ମିଳାଙ୍କ ପାଇଁ ଆଗେଇ ଆସିଲେ ଫ୍ୟାନ୍ସ, କଙ୍ଗନାଙ୍କୁ ଟାର୍ଗେଟ୍

ଟ୍ୱିଟର ଛାଡ଼ି ଦେବେ କଙ୍ଗନା, ଯଦି…

ଜୟାଙ୍କ ଉପରେ ବର୍ଷିଲେ ମୁକେଶ