ଫିଲ୍ମି ଫ୍ରାଇଡେ : ରିଲିଜ୍ ହେଲା ’ପିକୁ’

ଭୁବନେଶ୍ୱର : ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ’ପିକୁ’। ଟାଇଟେଲ ଭୁମିକାରେ ଦୀପିକା ପାଦୁକୋନ୍ ଅଭିନୟ କରିଥିବାବେଳେ ତାଙ୍କ ପିତାଙ୍କ ଭୂମିକାରେ ଅଛନ୍ତି ବିଗ ବି ଅମିତାଭ ବଚ୍ଚନ। ବାପ ଝିଅର ସମ୍ପର୍କକୁ ନେଇ ଗତିଶୀଳ ହୋଇଛି ଫିଲ୍ମର କାହାଣୀ। ଏହି କମେଡି ଡ୍ରାମାରେ ମେଟ୍ରୋ ସିଟିରେ ରହୁଥିବା ଜଣେ କର୍ମଜୀବୀ ମହିଳା ନିଜ ବୟସ୍କ ବାପାଙ୍କ ଯତ୍ନ ନେବା ପାଇଁ କି କି ସଂଘର୍ଷର ସମାନା କରୁଛି ତାହା ହିଁ ଦର୍ଶାଯାଇଛି । ଫିଲ୍ମରେ […]

pikuposter

pikuposter

Rakesh Mallick
  • Published: Friday, 08 May 2015
  • Updated: 08 May 2015, 07:33 AM IST

ଭୁବନେଶ୍ୱର : ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ’ପିକୁ’। ଟାଇଟେଲ ଭୁମିକାରେ ଦୀପିକା ପାଦୁକୋନ୍ ଅଭିନୟ କରିଥିବାବେଳେ ତାଙ୍କ ପିତାଙ୍କ ଭୂମିକାରେ ଅଛନ୍ତି ବିଗ ବି ଅମିତାଭ ବଚ୍ଚନ। ବାପ ଝିଅର ସମ୍ପର୍କକୁ ନେଇ ଗତିଶୀଳ ହୋଇଛି ଫିଲ୍ମର କାହାଣୀ। ଏହି କମେଡି ଡ୍ରାମାରେ ମେଟ୍ରୋ ସିଟିରେ ରହୁଥିବା ଜଣେ କର୍ମଜୀବୀ ମହିଳା ନିଜ ବୟସ୍କ ବାପାଙ୍କ ଯତ୍ନ ନେବା ପାଇଁ କି କି ସଂଘର୍ଷର ସମାନା କରୁଛି ତାହା ହିଁ ଦର୍ଶାଯାଇଛି । ଫିଲ୍ମରେ ଅନ୍ୟତମ ଭୂମିକାରେ ରହିଛନ୍ତି ଇରଫାନ୍ ଖାନ୍ ଏବଂ ମୌସୁମୀ ଚାଟାର୍ଜୀ। ଭିକି ଡୋନର ଏବଂ ମାଡ୍ରାସ କାଫେ ଭଳି ଭିନ୍ନ ସ୍ୱାଦର ଫିଲ୍ମ ନିର୍ମାଣ କରିଥିବା ସିରଜାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story