ମୁକ୍ତିଲାଭ କଲା ‘ବାଞ୍ଜୋ’ର ପ୍ରଥମ ଟିଜର ପୋଷ୍ଟର

ମୁମ୍ବାଇ: ‘ଏକ ଭିଲେନ୍‌’ ଷ୍ଟାର ରିତେଶ ଦେଶମୁଖ ଓ ‘ଆଝାର’ ଷ୍ଟାର ନର୍ଗିସ ଫକ୍ରୀଙ୍କ ଅଭିନୀତ ‘ବାଞ୍ଜୋ’ର ଟିଜର ପୋଷ୍ଟର ଆଜି ମୁକ୍ତିଲାଭ କରିଛି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ରିତେଶ ଦେଶମୁଖ। ସେ କହିଛନ୍ତି,“ ଏବେ ଯଦି କିଛି ବାଜିବ ତେବେ ତାହା ହେଉଛି ‘ବାଞ୍ଜୋ’।” ଏହି ପୋଷ୍ଟରରେ ଅନେକ  ଗୁଡିଏ ବାଦ୍ୟଯନ୍ତ୍ର ସଜାଇ ରଖାଯାଇଥିବା ଦେଖିବାକୁ ମିଳିଛି। ଏହାସହ ଫିଲ୍ମର ମୋସନ ଫୋଷ୍ଟର ୨୭ ମେ’ରେ ଆସିବ ବୋଲି ଜଣାପଡିଛି। ଏହି ଫିଲ୍ମକୁ […]

banjo

banjo

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 04:35 PM IST

Sports

Latest News

ମୁମ୍ବାଇ: ‘ଏକ ଭିଲେନ୍‌’ ଷ୍ଟାର ରିତେଶ ଦେଶମୁଖ ଓ ‘ଆଝାର’ ଷ୍ଟାର ନର୍ଗିସ ଫକ୍ରୀଙ୍କ ଅଭିନୀତ ‘ବାଞ୍ଜୋ’ର ଟିଜର ପୋଷ୍ଟର ଆଜି ମୁକ୍ତିଲାଭ କରିଛି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ରିତେଶ ଦେଶମୁଖ। ସେ କହିଛନ୍ତି,“ ଏବେ ଯଦି କିଛି ବାଜିବ ତେବେ ତାହା ହେଉଛି ‘ବାଞ୍ଜୋ’।”

ଏହି ପୋଷ୍ଟରରେ ଅନେକ  ଗୁଡିଏ ବାଦ୍ୟଯନ୍ତ୍ର ସଜାଇ ରଖାଯାଇଥିବା ଦେଖିବାକୁ ମିଳିଛି। ଏହାସହ ଫିଲ୍ମର ମୋସନ ଫୋଷ୍ଟର ୨୭ ମେ’ରେ ଆସିବ ବୋଲି ଜଣାପଡିଛି।

ଏହି ଫିଲ୍ମକୁ ରବି ଯାଦବ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି କେ.ଲୁଲ୍ଲା।

ଆସନ୍ତା ସେପ୍ଟେମ୍ବର-୨୩ରେ ଫିଲ୍ମଟି ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story