ହିମେଶ ରେଶମିୟାଙ୍କ ପାଇଁ ଗୀତ ଗାଇବେ ୫ ବର୍ଷର ଜୟେଶ

ମୁମ୍ବାଇ: ‘ସାରେଗାମାପା ଲିଟିଲ୍ ଚାମ୍ପସ୍‌’ରେ ୫ ବର୍ଷର ଜୟେଶଙ୍କୁ ଆପଣମାନେ ଜାଣିଥିବେ। ସେ ଏହି ଶୋ’ରେ ଜଣେ ପ୍ରତିଯୋଗୀ ନୁହନ୍ତି। ଶୋ’ରେ ଏଣ୍ଟଟେନ୍‌ମେଣ୍ଟ୍ କରିବା ପାଇଁ ସେ ଅଛନ୍ତି। ଏହି ଶୋ’ରେ ହିମେଶ ରେଶମିୟା ବିଚାରକ ଅଛନ୍ତି। ଏକ ଗୀତ ପାଇଁ ହିମେଶ ତାଙ୍କୁ ସାଇନ୍ କରିଛନ୍ତି। ଜୟେଶ ଗୀତ ଗାଇବେ। ଜୟେଶ ଥରେ ଷ୍ଟେଜରେ ହନୁମାନ ଚାଳିଶା ପାଠ କରିଥିଲେ। ଏଥିରେ ହିମେଶ ବହୁତ ପ୍ରଭାବିତ ହୋଇଥିଲେ। ହିମେଶ କହିଛନ୍ତି ଯେ ଜୟେଶ ଖୁବ୍ ପ୍ରତିଭାବନ। […]

himesh

Rakesh Mallick
  • Published: Friday, 24 March 2017
  • , Updated: 24 March 2017, 02:22 PM IST

ମୁମ୍ବାଇ: ‘ସାରେଗାମାପା ଲିଟିଲ୍ ଚାମ୍ପସ୍‌’ରେ ୫ ବର୍ଷର ଜୟେଶଙ୍କୁ ଆପଣମାନେ ଜାଣିଥିବେ। ସେ ଏହି ଶୋ’ରେ ଜଣେ ପ୍ରତିଯୋଗୀ ନୁହନ୍ତି। ଶୋ’ରେ ଏଣ୍ଟଟେନ୍‌ମେଣ୍ଟ୍ କରିବା ପାଇଁ ସେ ଅଛନ୍ତି। ଏହି ଶୋ’ରେ ହିମେଶ ରେଶମିୟା ବିଚାରକ ଅଛନ୍ତି। ଏକ ଗୀତ ପାଇଁ ହିମେଶ ତାଙ୍କୁ ସାଇନ୍ କରିଛନ୍ତି। ଜୟେଶ ଗୀତ ଗାଇବେ।

ଜୟେଶ ଥରେ ଷ୍ଟେଜରେ ହନୁମାନ ଚାଳିଶା ପାଠ କରିଥିଲେ। ଏଥିରେ ହିମେଶ ବହୁତ ପ୍ରଭାବିତ ହୋଇଥିଲେ। ହିମେଶ କହିଛନ୍ତି ଯେ ଜୟେଶ ଖୁବ୍ ପ୍ରତିଭାବନ। ତାଙ୍କୁ ସୁଯୋଗ ମିଳିଲେ ସେ ଇଣ୍ଡଷ୍ଟ୍ରିର ବଡ଼ ଗାୟକଙ୍କ ମଧ୍ୟରେ ସାମିଲ ହୋଇପାରିବେ। ସେଥିପାଇଁ ସେ ଜୟେଶ ସହିତ ଏକ ଗୀତ ସାଇନ୍ କରିଛନ୍ତି।

Related story