ଏହି ଅଭିନେତ୍ରୀଙ୍କ ପାଇଁ ବାବୁଶାନ୍‌ ଓ ବୁଦ୍ଧାଦିତ୍ୟଙ୍କ ମଧ୍ୟରେ ଲାଗିଛି ଝଗଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଓଲିଉଡ୍‌ ଚକୋଲେଟ୍‌ ବୟ ବାବୁଶାନ୍‌ ମହାନ୍ତି ଏବଂ ବୁଦ୍ଧାଦିତ୍ୟଙ୍କ ମଧ୍ୟରେ ଝଗଡ଼ା ଲାଗିଛି। ସେ ପୁଣି ଜଣେ ଅଭିନେତ୍ରୀଙ୍କ ପାଇଁ। ଦୁଇଜଣଙ୍କ ମଧ୍ୟରେ ଏହି ଝଗଡ଼ା କିଛି ଦିନ ତଳୁ ଆରମ୍ଭ ହୋଇଛି। ତେବେ ଏହି ଝଗଡାର ଅନ୍ତ କେବେ ଓ କେଉଁଠି, ତାହା କାହାକୁ ଜଣା ନାହିଁ। ସବୁଠୁ ବଡ଼ କଥା ହେଉଛି, ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରୁ କେହି ବି ଚିନ୍ତିତ ନାହାନ୍ତି। କାରଣ ଏହି ଝଗଡା ରିଅଲ୍‌ରେ ନୁହେଁ […]

babu-budha

babu-budha

Biswobandita Swain
  • Published: Monday, 08 October 2018
  • Updated: 08 October 2018, 04:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଓଲିଉଡ୍‌ ଚକୋଲେଟ୍‌ ବୟ ବାବୁଶାନ୍‌ ମହାନ୍ତି ଏବଂ ବୁଦ୍ଧାଦିତ୍ୟଙ୍କ ମଧ୍ୟରେ ଝଗଡ଼ା ଲାଗିଛି। ସେ ପୁଣି ଜଣେ ଅଭିନେତ୍ରୀଙ୍କ ପାଇଁ। ଦୁଇଜଣଙ୍କ ମଧ୍ୟରେ ଏହି ଝଗଡ଼ା କିଛି ଦିନ ତଳୁ ଆରମ୍ଭ ହୋଇଛି। ତେବେ ଏହି ଝଗଡାର ଅନ୍ତ କେବେ ଓ କେଉଁଠି, ତାହା କାହାକୁ ଜଣା ନାହିଁ। ସବୁଠୁ ବଡ଼ କଥା ହେଉଛି, ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରୁ କେହି ବି ଚିନ୍ତିତ ନାହାନ୍ତି। କାରଣ ଏହି ଝଗଡା ରିଅଲ୍‌ରେ ନୁହେଁ ରିଲ୍‌ରେ ହେଉଛି।

ତରଙ୍ଗ ସିନେ ପ୍ରଡକ୍ସନ୍ସର ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ଶ୍ରୀମାନ୍‌ ସୁର ଦାସ’ରେ ଏହି ଦୁଇ ଅଭିନେତାଙ୍କ ମଧ୍ୟରେ ଝଗଡା ଲାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିବ। ପ୍ରଯୋଜନା ସଂସ୍ଥା ପକ୍ଷରୁ ଫିଲ୍ମର କାହାଣୀ ସମ୍ପର୍କରେ ଏଯାଏ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ ୟୁଟ୍ୟୁବ୍‌ରେ ରିଲିଜ୍‌ ହୋଇଥିବା ଭିଡିଓ ଏବଂ ପୋଷ୍ଟରରୁ ମିଳିଥିବା ସୂଚନା ଅନୁସାରେ, ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ଅଭିନେତ୍ରୀ ଭୂମିକାଙ୍କ ପାଇଁ ବାବୁଶାନ୍‌ ଏବଂ ବୁଦ୍ଧାଦିତ୍ୟ ପରସ୍ପର ସହ ଝଗଡ଼ା କରୁଛନ୍ତି।

ସୂଚନାଯୋଗ୍ୟ, 'ଶ୍ରୀମାନ୍‌ ସୁର ଦାସ' ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story