ବିରାଟଙ୍କୁ କ୍ୟୁଟ୍ ଲାଗୁଥିଲେ ଜେନେଲିଆ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ହିରୋଇନ୍ ଅନୁଷ୍କା ଶର୍ମାଙ୍କ ପ୍ରେମ କାହାଣୀ କଥା ତ ସମସ୍ତଙ୍କୁ ଜଣା। ସେମାନେ ଏକ ସୁନ୍ଦର ରିଲେସନ୍‌ସିପ୍‌ରେ ଅଛନ୍ତି। ତେବେ ଜାଣନ୍ତି ବଲିଉଡ୍‌ର ଆଉ ଜଣେ ହୀରୋଇନ୍ ତାଙ୍କୁ କ୍ୟୁଟ୍ ବା ସୁନ୍ଦରୀ ଲାଗନ୍ତି। ସେ ହେଉଛନ୍ତି ଜେନେଲିଆ ଡିସୁଜା। ଅବଶ୍ୟ ବହୁ ଦିନ ତଳେ ଏକ ସାକ୍ଷାତକାରରେ ବିରାଟ କହିଥିଲେ ଏ କଥା। ତେଣୁ ଅନୁଷ୍କା ଭୟଭୀତ ହେବା ଉଚିତ୍ ନୁହେଁ! ଜେନେଲିଆ […]

virat

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 09:14 AM IST

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ହିରୋଇନ୍ ଅନୁଷ୍କା ଶର୍ମାଙ୍କ ପ୍ରେମ କାହାଣୀ କଥା ତ ସମସ୍ତଙ୍କୁ ଜଣା। ସେମାନେ ଏକ ସୁନ୍ଦର ରିଲେସନ୍‌ସିପ୍‌ରେ ଅଛନ୍ତି। ତେବେ ଜାଣନ୍ତି ବଲିଉଡ୍‌ର ଆଉ ଜଣେ ହୀରୋଇନ୍ ତାଙ୍କୁ କ୍ୟୁଟ୍ ବା ସୁନ୍ଦରୀ ଲାଗନ୍ତି। ସେ ହେଉଛନ୍ତି ଜେନେଲିଆ ଡିସୁଜା। ଅବଶ୍ୟ ବହୁ ଦିନ ତଳେ ଏକ ସାକ୍ଷାତକାରରେ ବିରାଟ କହିଥିଲେ ଏ କଥା। ତେଣୁ ଅନୁଷ୍କା ଭୟଭୀତ ହେବା ଉଚିତ୍ ନୁହେଁ!

ଜେନେଲିଆ ଡିସୁଜା ବଲିଉଡ୍ ଅଭିନେତା ରିତେଶ ଦେଶମୁଖଙ୍କୁ ବିବାହ କରିଛନ୍ତି।

Related story