ବିଶ୍ୱର ୧୦୦ ଧନି ସେଲିବ୍ରିଟି ତାଲିକାରେ  ଶାହାରୁଖ, ସଲମାନ ଓ ଅକ୍ଷୟ

ମୁମ୍ବାଇ: ଚଳିତ ବର୍ଷ ଫୋର୍ବସ ପତ୍ରିକା ପକ୍ଷରୁ ୧୦୦ ଟି  ଧନି ସେଲିବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ୧ ଜୁନ ୨୦୧୬ ରୁ ୧ଜୁନ ୨୦୧୭ ବର୍ଷ ମଧ୍ୟରେ ସେଲିବ୍ରିଟିମାନଙ୍କ ଆୟକୁ ନେଇ ହୋଇଥିବା ଲିଷ୍ଟରେ ଭାରତର ୩ ଜଣ ସେଲିବ୍ରିଟିଙ୍କ ନାଁ ସ୍ଥାନ ପାଇଛି। ଶାହାରୁଖ ଖାନ ୩୮ମିଲିୟନ ଡଲାର ସହିତ ୬୫ ନମ୍ବର  ସ୍ଥାନରେ ଥିବାବେଳେ ସଲମନ ଖାନ ୩୭ ମିଲିୟନ ଡଲାର ସହିତ  ୭୧ ଓ ଅକ୍ଷୟ କୁମାର ୩୫.୫ ମିଲିୟନ ଡଲାର […]

shahrukh-khan-1495464597

shahrukh-khan-1495464597

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 10:26 PM IST

Sports

Latest News

ମୁମ୍ବାଇ: ଚଳିତ ବର୍ଷ ଫୋର୍ବସ ପତ୍ରିକା ପକ୍ଷରୁ ୧୦୦ ଟି  ଧନି ସେଲିବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ୧ ଜୁନ ୨୦୧୬ ରୁ ୧ଜୁନ ୨୦୧୭ ବର୍ଷ ମଧ୍ୟରେ ସେଲିବ୍ରିଟିମାନଙ୍କ ଆୟକୁ ନେଇ ହୋଇଥିବା ଲିଷ୍ଟରେ ଭାରତର ୩ ଜଣ ସେଲିବ୍ରିଟିଙ୍କ ନାଁ ସ୍ଥାନ ପାଇଛି। ଶାହାରୁଖ ଖାନ ୩୮ମିଲିୟନ ଡଲାର ସହିତ ୬୫ ନମ୍ବର  ସ୍ଥାନରେ ଥିବାବେଳେ ସଲମନ ଖାନ ୩୭ ମିଲିୟନ ଡଲାର ସହିତ  ୭୧ ଓ ଅକ୍ଷୟ କୁମାର ୩୫.୫ ମିଲିୟନ ଡଲାର ସହିତ ୮୦ ନମ୍ବର ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଆମେରିକାର ସିଙ୍ଗର ସିନ୍‌ କମ୍ବସ୍  ଏକ  ନମ୍ବର  ସ୍ଥାନରେ ରହିଥିବାବେଳେ ବେୟନ ନଲେସ ଦ୍ୱିତୀୟ ଓ ହ୍ୟାରି ପୋର୍ଟର ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story