ବନ୍ଧୁଙ୍କ ପୁଅ, ଝିଅଙ୍କ ବିବାହ ଉତ୍ସବ ଫଟୋ ପୋଷ୍ଟ କଲେ ବିଗ୍ ବି

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ନିଜର ନିକଟର ବନ୍ଧୁଙ୍କ ପୁଅ ଓ ଝିଅର ବିବାହରେ ଯୋଗଦେବା ସହ ବିବାହ ଉତ୍ସବର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ବିବାହ ବେଳର କିଛି ଫଟୋ ନିଜର ଟ୍ୱିଟ୍‌ର ପେଜରେ ବିଗ୍‌ ବି ସେୟାର କରିବା ସହ ନିଜର ଖୁସି ଜାହିର କରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ ରାକେଶଙ୍କ ଝିଅ ଓ ପ୍ରଡ୍ୟୁସର ତଥା ଏକ୍ଟର ରୋମେଶଙ୍କ ପୁଅଙ୍କର ବିବାହ ହୋଇଛି। ଏଥିରେ ଅମିତାଭଙ୍କ ସହ ବଲିଉଡ୍‌ର ବହୁ ନାମୀ […]

amitabh

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 04:36 PM IST

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ନିଜର ନିକଟର ବନ୍ଧୁଙ୍କ ପୁଅ ଓ ଝିଅର ବିବାହରେ ଯୋଗଦେବା ସହ ବିବାହ ଉତ୍ସବର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ବିବାହ ବେଳର କିଛି ଫଟୋ ନିଜର ଟ୍ୱିଟ୍‌ର ପେଜରେ ବିଗ୍‌ ବି ସେୟାର କରିବା ସହ ନିଜର ଖୁସି ଜାହିର କରିଛନ୍ତି।

ଫିଲ୍ମ ନିର୍ଦ୍ଦେଶକ ରାକେଶଙ୍କ ଝିଅ ଓ ପ୍ରଡ୍ୟୁସର ତଥା ଏକ୍ଟର ରୋମେଶଙ୍କ ପୁଅଙ୍କର ବିବାହ ହୋଇଛି। ଏଥିରେ ଅମିତାଭଙ୍କ ସହ ବଲିଉଡ୍‌ର ବହୁ ନାମୀ ଦାମୀ କଳାକାର ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।

Related story