ନେହାଙ୍କୁ କ୍ଷମା ମାଗିଲେ ଗୌରବ

ମୁମ୍ବାଇ: ସୋନି ମ୍ୟାକ୍ସରେ ପ୍ରସାରିତ ହେଉଥିବା ଶୋ’ ‘ଡ଼ା. ପ୍ରାଣ୍ ଲେଲେ’ରେ ବଲିଉଡ୍ ଗାୟିକା ନେହା କକ୍କରଙ୍କୁ ନେଇ ଏକ କମେଡି କରାଯାଇଥିଲା। ତେବେ ଏହାକୁ ନେହା ଆଦୌ ପସନ୍ଦ କରି ନଥିଲେ। ଏପରିକି ଏନେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି ତାଙ୍କ ଭାଇ ଟୋନି କକ୍କର ବି ଏହାକୁ ପସନ୍ଦ କରି ନଥିଲେ ଓ ଏନେଇ ସୋଶାଲ୍ ମିଡିଆରେ ଏକ ବଡ଼ ଲେଖା ପୋଷ୍ଟ୍ କରିଥିଲେ। ଆଉ ଏସବୁ ପରେ ଉକ୍ତ କମେଡ଼ି […]

star1

star1

Jitendra Garnayak
  • Published: Friday, 06 December 2019
  • Updated: 06 December 2019, 01:36 PM IST

Sports

Latest News

ମୁମ୍ବାଇ: ସୋନି ମ୍ୟାକ୍ସରେ ପ୍ରସାରିତ ହେଉଥିବା ଶୋ’ ‘ଡ଼ା. ପ୍ରାଣ୍ ଲେଲେ’ରେ ବଲିଉଡ୍ ଗାୟିକା ନେହା କକ୍କରଙ୍କୁ ନେଇ ଏକ କମେଡି କରାଯାଇଥିଲା। ତେବେ ଏହାକୁ ନେହା ଆଦୌ ପସନ୍ଦ କରି ନଥିଲେ। ଏପରିକି ଏନେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି ତାଙ୍କ ଭାଇ ଟୋନି କକ୍କର ବି ଏହାକୁ ପସନ୍ଦ କରି ନଥିଲେ ଓ ଏନେଇ ସୋଶାଲ୍ ମିଡିଆରେ ଏକ ବଡ଼ ଲେଖା ପୋଷ୍ଟ୍ କରିଥିଲେ। ଆଉ ଏସବୁ ପରେ ଉକ୍ତ କମେଡ଼ି ପାଇଁ ନେହାଙ୍କୁ କ୍ଷମା ମାଗିଛନ୍ତି କମେଡିଆନ୍ ତଥା ଅଭିନେତା ଗୌରବ ଗେରା।

ଏକ ଇଂରାଜୀ ଖବରକାଗଜକୁ ପ୍ରତିକ୍ରିୟା ଦେଇ ଗୌରବ କହିଛନ୍ତି, “ମୁଁ କାହାକୁ ଦୁଃଖୀ କରିବା ପାଇଁ ଚାହୁଁ ନଥିଲି। ମୁଁ ନିଜେ ତାଙ୍କର ଜଣେ ବଡ଼ ଫ୍ୟାନ୍। ତାଙ୍କ ଗୀତ ମୋତେ ଖୁବ୍ ଭଲ ଲାଗେ। ତାଙ୍କ ଗୀତଗୁଡ଼ିକୁ ପାର୍ଟିଗୁଡ଼ିକର ଜୀବନ ବୋଲି କୁହାଯାଏ। ତାଙ୍କ ଦକ୍ଷତାକୁ ଆକଳନ କରିବାକୁ ମୁଁ କିଏ? ଆମେ ଦୁହେଁ ବ୍ୟକ୍ତିଗତ ସ୍ତରରେ ପରସ୍ପରକୁ ଏତେ ଭଲ ଭାବେ ଜାଣିନୁ, କିନ୍ତୁ ଯେବେ ବି ଦେଖାହୁଏ ପରସ୍ପର ସହିତ ଭଲ ବ୍ୟବହାର କରୁ।”

ସେ ଆହୁରି କହିଛନ୍ତି,“ମୁଁ ଓ କିକୁ ଶାରଦା ତାଙ୍କର ବହୁତ ବଡ଼ ଫ୍ୟାନ୍‌। ନେହା ଆମକୁ ପ୍ରତ୍ୟକ୍ଷ ଭାବେ ଦୋଷୀ କରିନାହାନ୍ତି। ସେ ଚ୍ୟାନେଲ୍‌କୁ ଟାର୍ଗେଟ୍ କରିଥିଲେ। ଏହାପରେ ଚ୍ୟାନେଲ୍ ଉକ୍ତ ଭିଡିଓଟିକୁ ହଟାଇ ଦେଇଛି। ଆମେ କେବେବି ତାଙ୍କୁ ଦୁଃଖୀ କରିବା ଉଦ୍ଦେଶ୍ୟରେ ସେଭଳି କରି ନଥିଲୁ। ନେହାଙ୍କ ହାଇଟ୍ ବିଷୟରେ ଯେଉଁ କଥା କୁହାଯାଉଛି, ସେ ବିଷୟରେ ମୁଁ ଜାଣିନି। ତେବେ ମୋତେ ଜଣା ନଥିଲା ଯେ ସେ ଏତେ ମାତ୍ରାରେ ଅସନ୍ତୁଷ୍ଟ ହୋଇଯିବେ।”

ସୂଚନାଯୋଗ୍ୟ, ଉକ୍ତ ଶୋ’ରେ ନେହାଙ୍କ ହାଇଟ୍‌କୁ ନେଇ କମେଡି କରାଯାଇଥିଲା। ସେହିପରି ତାଙ୍କ ଦକ୍ଷତାକୁ ନେଇ ମଧ୍ୟ କିକୁ ଶାରଦା ମଜା କରିଥିଲେ। ଏହା ପରେ ନେହା ଶୋ’ର ଏକ ଭିଡିଓ ଉପରେ ନିଜର ପ୍ରତିକ୍ରିୟା ଦେଇ ଏମିତି ନକାରାତ୍ମକ ବାତାବରଣରେ ରହି ହେବ ନାହିଁ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story