ଅମିତାଭଙ୍କ ଭ‌ଏସରେ ‘ଗଡ୍ସ ଓନ୍ ପିପୁଲ’ର ଇଂରାଜୀ ଡବିଂ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଓଡ଼ିଆ ଫିଚର ଫିଲ୍ମ ‘ଗଡ୍ସ ଓନ୍ ପିପୁଲ’ର ଇଂରାଜୀ ଭାଷାରେ ଡବିଂ ହୋଇଛି। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏହି ପୂରା ଫିଲ୍ମର ଭଏସ୍ ଦେଇଛନ୍ତି। ଏଥିପାଇଁ ସେ କୌଣସି ପାଉଣା ନେଇନାହାନ୍ତି।  ପୁରୀରେ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଫିଲ୍ମର ଲୋକାର୍ପଣ କରିଛନ୍ତି।  ପୂର୍ବରୁ ଏହି ଫିଲ୍ମ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିସାରିଥିଲା। ଫିଲ୍ମଟି ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଉପରେ ତିଆରି ହୋଇଛି। […]

TeamIndia

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 12:13 PM IST

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଓଡ଼ିଆ ଫିଚର ଫିଲ୍ମ ‘ଗଡ୍ସ ଓନ୍ ପିପୁଲ’ର ଇଂରାଜୀ ଭାଷାରେ ଡବିଂ ହୋଇଛି। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏହି ପୂରା ଫିଲ୍ମର ଭଏସ୍ ଦେଇଛନ୍ତି। ଏଥିପାଇଁ ସେ କୌଣସି ପାଉଣା ନେଇନାହାନ୍ତି।  ପୁରୀରେ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଫିଲ୍ମର ଲୋକାର୍ପଣ କରିଛନ୍ତି।  ପୂର୍ବରୁ ଏହି ଫିଲ୍ମ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିସାରିଥିଲା। ଫିଲ୍ମଟି ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଉପରେ ତିଆରି ହୋଇଛି। ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳ ମାଧବ ପଣ୍ଡା।

 

Related story