ବଲିଉଡ୍‌ ଅଭିନେତା ଗୋବିନ୍ଦା ମାଗିବେ କ୍ଷମା: ଜାଣନ୍ତୁ କାହାକୁ ଏବଂ କ’ଣ ପାଇଁ ?

ମୁମ୍ବାଇ: ଆଭିନେତା ଗୋବିନ୍ଦା ୯ ବର୍ଷ ପରେ ସେହି ଲୋକକୁ କ୍ଷମା ମାଗିବେ ଯାହାକୁ ସେ ୨୦୦୮ ଜାନୁଆରି ୧୬ ତାରିଖ ଦିନ ଚାପୁଡା ମାରିଥିଲେ। ଏଥିପାଇଁ ଗୋବିନ୍ଦା ସୁପ୍ରିମକୋର୍ଟରେ କ୍ଷମାପାଇଁ ଆବେଦନ କରିଥିଲେ। ଯାହାକୁ ସୁପ୍ରିମ କୋର୍ଟ ମଞ୍ଜୁରି କରିଛନ୍ତି। ସୂଚନା ଅନୁଯାୟୀ ଗୋବିନ୍ଦା ସନ୍ତୋଷ ରାୟ ନାମକ ଏକ ବ୍ୟକ୍ତିଙ୍କୁ କୌଣସି କାରଣରୁ ୨୦୦୮ରେ ଏକ ଚାପୁଡା ମାରିଥିଲେ। ଯାହାର ମାମଲା ସୁପ୍ରିକୋର୍ଟରେ ଚାଲିଥିଲା। ଏହାପରେ ସୁପ୍ରିମକୋର୍ଟ ବାଚାର କରି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ […]

govinda

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 06:31 PM IST

ମୁମ୍ବାଇ: ଆଭିନେତା ଗୋବିନ୍ଦା ୯ ବର୍ଷ ପରେ ସେହି ଲୋକକୁ କ୍ଷମା ମାଗିବେ ଯାହାକୁ ସେ ୨୦୦୮ ଜାନୁଆରି ୧୬ ତାରିଖ ଦିନ ଚାପୁଡା ମାରିଥିଲେ। ଏଥିପାଇଁ ଗୋବିନ୍ଦା ସୁପ୍ରିମକୋର୍ଟରେ କ୍ଷମାପାଇଁ ଆବେଦନ କରିଥିଲେ। ଯାହାକୁ ସୁପ୍ରିମ କୋର୍ଟ ମଞ୍ଜୁରି କରିଛନ୍ତି। ସୂଚନା ଅନୁଯାୟୀ ଗୋବିନ୍ଦା ସନ୍ତୋଷ ରାୟ ନାମକ ଏକ ବ୍ୟକ୍ତିଙ୍କୁ କୌଣସି କାରଣରୁ ୨୦୦୮ରେ ଏକ ଚାପୁଡା ମାରିଥିଲେ। ଯାହାର ମାମଲା ସୁପ୍ରିକୋର୍ଟରେ ଚାଲିଥିଲା। ଏହାପରେ ସୁପ୍ରିମକୋର୍ଟ ବାଚାର କରି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ ଗୋବିନ୍ଦା ଅଭିଯୋଗକାରୀଙ୍କୁ କ୍ଷମା ମାଗିବା ସହ ତାଙ୍କୁ ୫ଲକ୍ଷ ଟଙ୍କା ଜୋରିମନା ଦେବା ପାଇଁ ।

Related story