‘ଜିଏସ୍‌ଟି ଭାଙ୍ଗି ଦେବ ବଲିଉଡର ଅଣ୍ଟା’

ଲାଗୁ ହୋଇଯାଇଛି ଜିଏସ୍‌ଟି। ଆଜି ମଧ୍ୟରାତିରେ ରାଷ୍ଟ୍ରପତି ପ୍ରଣମ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଛନ୍ତି। ଜିଏସ୍‌ଟିର ପ୍ରଭାବକୁ ନେଇ ବହୁତ କଥା ଶୁଣିବାକୁ ମିଳୁଛି। ଆମ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ ପଡିନାହିଁ। ଜିଏସ୍‌ଟିର ପ୍ରଭାବ କିପରି ଫିଲ୍ମ ଜଗତ ଉପରେ ପଡିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଜିଏସ୍‌ଟି ଫିଲ୍ମଜଗତକୁ କ୍ଷତି ପହଞ୍ଚାଇବ ବୋଲି କୁହାଯାଉଛି। ବିଶେଷ କରି ମେଗା ବଜେଟ୍‌ ଫିଲ୍ମ ଉପରେ ପ୍ରଭାବ […]

bahubali3

bahubali3

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 01:12 AM IST

Sports

Latest News

ଲାଗୁ ହୋଇଯାଇଛି ଜିଏସ୍‌ଟି। ଆଜି ମଧ୍ୟରାତିରେ ରାଷ୍ଟ୍ରପତି ପ୍ରଣମ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଛନ୍ତି। ଜିଏସ୍‌ଟିର ପ୍ରଭାବକୁ ନେଇ ବହୁତ କଥା ଶୁଣିବାକୁ ମିଳୁଛି। ଆମ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ ପଡିନାହିଁ। ଜିଏସ୍‌ଟିର ପ୍ରଭାବ କିପରି ଫିଲ୍ମ ଜଗତ ଉପରେ ପଡିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଜିଏସ୍‌ଟି ଫିଲ୍ମଜଗତକୁ କ୍ଷତି ପହଞ୍ଚାଇବ ବୋଲି କୁହାଯାଉଛି। ବିଶେଷ କରି ମେଗା ବଜେଟ୍‌ ଫିଲ୍ମ ଉପରେ ପ୍ରଭାବ ପକାଇବ। ଏହାସହ କମ୍‌ ବଜେଟ୍‌ର ଫିଲ୍ମ ନିର୍ମାଣ କମିବା ସହ ଫିଲ୍ମ ସଂଖ୍ୟା ମଧ୍ୟ କମିଯିବ ବୋଲି କୁହାଯାଉଛି।

ନିର୍ଦ୍ଦେଶକ ତଥା ପ୍ରଯୋଜକ ବିପୁଲ ସାହା କହିଛନ୍ତି, ଜିଏସଟି ଲାଗୁ ହେଲେ ଫିଲ୍ମ ଉପରେ ପ୍ରଭାବ ନିଶ୍ଚୟ ପଡିବ। ବାହୁବଲୀ ପରି ବିଗ୍ ବଜେଟ ଫିଲ୍ମ ତିଆରି କରିବା ମୁସ୍କିଲ ହୋଇଯିବ। ଏହାସହ କମ୍‌ ବଜେଟରେ ନିର୍ମାଣ ହେଉଥିବା ଫିଲ୍ମ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଛାଡିଦେଲେ ଅନ୍ୟ ଶିଳ୍ପ ସଂସ୍ଥା ପାଇଁ ଏହା ଏକ ଉତ୍ତମ ପଦକ୍ଷେପ।

ସେହିପରି ଫିଲ୍ମ ନିର୍ମାତା ମୁକେଶ ଭଟ୍ଟ କହିଛନ୍ତି, ଜିଏସଟି ଫିଲ୍ମ ଜଗତର ଅଣ୍ଟା ଭାଙ୍ଗିଦେବ। ଛୋଟ ଛୋଟ ଫିଲ୍ମ ଏହି ବିଲ ପରିସରରେ ଆସୁଥିବାରୁ ଅନେକ ପ୍ରଯୋଜକ ଫିଲ୍ମ ତିଆରି କରିବାକୁ ରାଜି ହେବେନାହିଁ। ଧୀରେ ଧୀରେ ସିନେମା ହଲ୍‌ରୁ ହିନ୍ଦି ଫିଲ୍ମ ଗାଏବ ହୋଇଯିବ ଓ ହଲିଉଡ ଫିଲ୍ମ ଦେଖିବାକୁ ମିଳିବ। ଅନ୍ୟ ଦେଶରେ କଳାର ବିକାଶ ପାଇଁ ସରକାର ବହୁତ ପ୍ରତ୍ସାହନ ଯୋଗାଉଛନ୍ତି। ହେଲେ ଭାରତରେ ଏହାର ଓଲଟା। ଭାରତକୁ ଅନ୍ୟ ଦେଶଠାରୁ କିଛି ଶିଖିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story