‘ହାଫ୍‌ ଗାର୍ଲଫ୍ରେଣ୍ଡ’ର ସୁଟିଂ ଆରମ୍ଭ

ନୂଆଦିଲ୍ଲୀ: ‘ହାଫ୍‌ ଗାର୍ଲଫ୍ରେଣ୍ଡ’ର ସୁଟିଂ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏଥିରେ ଅର୍ଜୁନ କପୁର ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ମୋହିତ ସୂରୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

ଚେତନ ଭଗତଙ୍କ ଉପନ୍ୟାସ ‘ହାଫ୍‌ ଗାର୍ଲଫ୍ରେଣ୍ଡ’କୁ ନେଇ ମୋହିତ ଏହି ଚଳଚ୍ଚିତ୍ର କରୁଛନ୍ତି।

‘ହାଫ୍‌ ଗାର୍ଲଫ୍ରେଣ୍ଡ’ ଆସନ୍ତା ବର୍ଷ ରିଲିଜ୍ ହେବ।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ପରଲୋକରେ ଲୋକପ୍ରିୟ ଆମେରିକାନ୍‌ କମେଡିଆନ୍ କାର୍ଲ ରିନର୍‌

ଟେଲିଭିଜନ୍ ଅଭିନେତ୍ରୀଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ନେପୋଟିଜମ୍‌ ପାଇଁ ହାତରୁ ଚାଲିଯାଇଥିଲା ଫିଲ୍ମ, ରାତି ସାରା କାନ୍ଦିଥିଲେ ପିସି

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି; ୫୫୦ ପରିବାରକୁ ଖାଇବାକୁ ଦେବେ ଭୂମି

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଭେଟିଲେ ଅର୍ଚ୍ଚିତା

ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍