ନୈନା ମାଥୁର… ମୋବାଇଲ ନଂ ୧୧୨୦୭୨୯୯୯୦… ଏକୁଟିଆ ଲାଗିଲେ ଫୋନ୍‌ କରିବେ

<p>ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ୟଶରାଜ ମୁଭିଜ୍&zwnj;ର ଆଉ ଏକ ଭିନ୍ନ ସ୍ୱାଦର ଫିଲ୍ମ &lsquo;ହିଚ୍&zwnj;କି&rsquo;। ଏହି ଫିଲ୍ମ ଚଳିତ ବର୍ଷ ଫେବୃଆରୀ ୨୩ ତାରିଖରେ ରିଲିଜ୍ ହେବ। ଫିଲ୍ମରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି ଚୁଲବୁଲି ନାୟିକା ରାନୀ&nbsp; ମୁଖାର୍ଜୀ।&nbsp; ଚଳଚ୍ଚିତ୍ରଟି tourette disorder ଏକ ସ୍ନାୟୁ ଜନିତ ବିକୃତ ରୋଗୀ&nbsp; ଉପରେ&nbsp; ଚିତ୍ରିତ। ରାନୀ ଏହି ରୋଗରେ ଆକ୍ରାନ୍ତ। କିନ୍ତୁ ଛୋଟବେଳୁ ତାଙ୍କର ଇଚ୍ଛା ଶିକ୍ଷୟିତ୍ରୀ&nbsp; ହେବେ। ବହୁତ କଷ୍ଟରେ ଏକ ସ୍କୁଲରେ&nbsp; ଚାକିରୀ ବି ସେ ପାଇଛନ୍ତି କିନ୍ତୁ ତାଙ୍କର ଏହି ନ୍ୟୁରୋଲୋଜିକାଲ&nbsp; ପ୍ରୋବ୍ଲେମ ଯୋଗୁଁ ତାଙ୍କୁ ଲୋକ ହସା ହବାକୁ ପଡ଼ୁଛି। କ୍ଲାସରେ ପିଲାମାନେ ତାଙ୍କୁ&nbsp; ବେଖାତିର କରନ୍ତି ଏବଂ ତାଙ୍କର ମଜାକ ଉଡ଼ାନ୍ତି। କୌଣସି ଶିକ୍ଷକ ଓ ପିଲାମାନେ ତାଙ୍କୁ ବେଶୀଦିନ ରହିବାକୁ ଦେଉନଥାନ୍ତି। ପ୍ରିନ୍ସିପାଲ ମଧ୍ୟ ନୈନାଙ୍କୁ ସେଇ କଥା ବୁଝାନ୍ତି। କିନ୍ତୁ ହାର ମାନି ନାହାନ୍ତି ନୈନା। ଉପଯୁକ୍ତ ଚେଷ୍ଟା ବଳରେ ସବୁ କାମ ହାସଲ କରି ହେବ ବୋଲି ସେ ପ୍ରୟାସ ଜାରି ରଖନ୍ତି। ବିଶୃଙ୍ଖଳିତ ପିଲାମାନଙ୍କୁ ମଣିଷ କରିବା ପାଇଁ ସେ ନିଜର ସମସ୍ତ ଧ୍ୟାନ ଦିଅନ୍ତି। ଫିଲ୍ମର କାହାଣୀରେ ରାଣୀ କୁହନ୍ତି &lsquo;ମୁଁ &nbsp;ନୈନା ମାଥୁର.... ମୋବାଇଲ ନଂ ୧୧୨୦୭୨୯୯୯୦... ଏକୁଟିଆ ଲାଗିଲେ, କି କିଛି ଆବଶ୍ୟକ ପଡିଲେ ଫୋନ୍&zwnj; କରିବେ&rsquo;। କିନ୍ତୁ ପିଲାମାନେ ତାଙ୍କୁ ଭୁଲ ଅର୍ଥରେ ନେଇ ତାଙ୍କୁ ଥଟ୍ଟା କରନ୍ତି।</p> <p>ଫିଲ୍ମଟି ହଲିଉଡ୍ ଫିଲ୍ମ&nbsp; &lsquo;ଫ୍ରଣ୍ଟ ଅଫ୍ ଦ କ୍ଲାସ୍&rsquo;ର&nbsp; ରିମେକ୍। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ପି&nbsp; ମଲହୋତ୍ରା।</p>

Ordigital Desk
  • Published: Tuesday, 09 January 2018
  • Updated: 09 January 2018, 07:10 PM IST

Sports

Latest News

<p>ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ୟଶରାଜ ମୁଭିଜ୍&zwnj;ର ଆଉ ଏକ ଭିନ୍ନ ସ୍ୱାଦର ଫିଲ୍ମ &lsquo;ହିଚ୍&zwnj;କି&rsquo;। ଏହି ଫିଲ୍ମ ଚଳିତ ବର୍ଷ ଫେବୃଆରୀ ୨୩ ତାରିଖରେ ରିଲିଜ୍ ହେବ। ଫିଲ୍ମରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି ଚୁଲବୁଲି ନାୟିକା ରାନୀ&nbsp; ମୁଖାର୍ଜୀ।&nbsp; ଚଳଚ୍ଚିତ୍ରଟି tourette disorder ଏକ ସ୍ନାୟୁ ଜନିତ ବିକୃତ ରୋଗୀ&nbsp; ଉପରେ&nbsp; ଚିତ୍ରିତ। ରାନୀ ଏହି ରୋଗରେ ଆକ୍ରାନ୍ତ। କିନ୍ତୁ ଛୋଟବେଳୁ ତାଙ୍କର ଇଚ୍ଛା ଶିକ୍ଷୟିତ୍ରୀ&nbsp; ହେବେ। ବହୁତ କଷ୍ଟରେ ଏକ ସ୍କୁଲରେ&nbsp; ଚାକିରୀ ବି ସେ ପାଇଛନ୍ତି କିନ୍ତୁ ତାଙ୍କର ଏହି ନ୍ୟୁରୋଲୋଜିକାଲ&nbsp; ପ୍ରୋବ୍ଲେମ ଯୋଗୁଁ ତାଙ୍କୁ ଲୋକ ହସା ହବାକୁ ପଡ଼ୁଛି। କ୍ଲାସରେ ପିଲାମାନେ ତାଙ୍କୁ&nbsp; ବେଖାତିର କରନ୍ତି ଏବଂ ତାଙ୍କର ମଜାକ ଉଡ଼ାନ୍ତି। କୌଣସି ଶିକ୍ଷକ ଓ ପିଲାମାନେ ତାଙ୍କୁ ବେଶୀଦିନ ରହିବାକୁ ଦେଉନଥାନ୍ତି। ପ୍ରିନ୍ସିପାଲ ମଧ୍ୟ ନୈନାଙ୍କୁ ସେଇ କଥା ବୁଝାନ୍ତି। କିନ୍ତୁ ହାର ମାନି ନାହାନ୍ତି ନୈନା। ଉପଯୁକ୍ତ ଚେଷ୍ଟା ବଳରେ ସବୁ କାମ ହାସଲ କରି ହେବ ବୋଲି ସେ ପ୍ରୟାସ ଜାରି ରଖନ୍ତି। ବିଶୃଙ୍ଖଳିତ ପିଲାମାନଙ୍କୁ ମଣିଷ କରିବା ପାଇଁ ସେ ନିଜର ସମସ୍ତ ଧ୍ୟାନ ଦିଅନ୍ତି। ଫିଲ୍ମର କାହାଣୀରେ ରାଣୀ କୁହନ୍ତି &lsquo;ମୁଁ &nbsp;ନୈନା ମାଥୁର.... ମୋବାଇଲ ନଂ ୧୧୨୦୭୨୯୯୯୦... ଏକୁଟିଆ ଲାଗିଲେ, କି କିଛି ଆବଶ୍ୟକ ପଡିଲେ ଫୋନ୍&zwnj; କରିବେ&rsquo;। କିନ୍ତୁ ପିଲାମାନେ ତାଙ୍କୁ ଭୁଲ ଅର୍ଥରେ ନେଇ ତାଙ୍କୁ ଥଟ୍ଟା କରନ୍ତି।</p><p>ଫିଲ୍ମଟି ହଲିଉଡ୍ ଫିଲ୍ମ&nbsp; &lsquo;ଫ୍ରଣ୍ଟ ଅଫ୍ ଦ କ୍ଲାସ୍&rsquo;ର&nbsp; ରିମେକ୍। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ପି&nbsp; ମଲହୋତ୍ରା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos