‘ହିନ୍ଦୀ ମିଡିୟମ’ ପୋଷ୍ଟର ରିଲିଜ

ମୁମ୍ବାଇ: ରିଲିଜ ହେଲା ଇରଫାନ୍‌ ଖାନ୍‌ଙ୍କ ‘ହିନ୍ଦୀ ମିଡିୟମ’ର ପୋଷ୍ଟର। ଦୀପିକା ପାଦୁକୋନ୍‌ଙ୍କ  ‘xxxx-3’ର ପ୍ରିମିୟରରେ ଏହି ପୋଷ୍ଟର ରିଲିଜ କରାଯାଇଛି। ସାକେତ୍‌ ଚୌଧୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବାକୁ ଥିବା ଏହି ଫିଲ୍ମ ୧୨ ମେ’ରେ ରିଲିଜ ହେବ। ପରେ ଇରଫାନ୍‌ଏହି ପୋଷ୍ଟର ଟ୍ୱିଟ୍‌କରିଛନ୍ତି। ଟ୍ୱିଟରେ ପୋଷ୍ଟର ରିଲିଜ କରି ସ୍କୁଲ୍‌ଦିନ କଥା ମନେ ପଡିଛି ବୋଲି ଇରଫାନ୍‌ ଲେଖିଛନ୍ତି।

english-medium-poster

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 05:14 PM IST

ମୁମ୍ବାଇ: ରିଲିଜ ହେଲା ଇରଫାନ୍‌ ଖାନ୍‌ଙ୍କ ‘ହିନ୍ଦୀ ମିଡିୟମ’ର ପୋଷ୍ଟର। ଦୀପିକା ପାଦୁକୋନ୍‌ଙ୍କ  ‘xxxx-3’ର ପ୍ରିମିୟରରେ ଏହି ପୋଷ୍ଟର ରିଲିଜ କରାଯାଇଛି।

ସାକେତ୍‌ ଚୌଧୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବାକୁ ଥିବା ଏହି ଫିଲ୍ମ ୧୨ ମେ’ରେ ରିଲିଜ ହେବ। ପରେ ଇରଫାନ୍‌ଏହି ପୋଷ୍ଟର ଟ୍ୱିଟ୍‌କରିଛନ୍ତି। ଟ୍ୱିଟରେ ପୋଷ୍ଟର ରିଲିଜ କରି ସ୍କୁଲ୍‌ଦିନ କଥା ମନେ ପଡିଛି ବୋଲି ଇରଫାନ୍‌ ଲେଖିଛନ୍ତି।

Related story