‘ହାଉସଫୁଲ୍-3’ ଦୁଇ ଦିନରେ ଆୟ କଲା ୩୧.୫୧ କୋଟି

ମୁମ୍ବାଇ: ସାଜିଦ୍‌ ନାଦିୟାଦୱାଲାଙ୍କ ହୋମ୍‌ ପ୍ରଡକ୍ସନ ‘ନଦିୟାଦୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ’ ବ୍ୟାନରରେ ନିର୍ମିତ ହୋଇଥିବା କମେଡି ଫିଲ୍ମ ‘ହାଉସଫୁଲ୍-3’ ଦେଶରେ ଦୁଇ ଦିନରେ ୩୧.୫୧ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ଓ ଭଲ ଆୟ କରିଛି ବୋଲି ଜଣେ ଫିଲ୍ମ ସମୀକ୍ଷକ  ସୂଚନା ଦେଇଛନ୍ତି। ଫିଲ୍ମଟି ରିଲିଜ୍‌ ଦିନ ୧୫.୨୧ କୋଟି ଆୟ କରିଥିବା ବେଳେ  ଦ୍ୱିତୀୟ ଦିନରେ ୧୬.୩୦ କୋଟି ଟଙ୍କା ଆୟ କରିଛି।  ଏହି ଫିଲ୍ମରେ ଅକ୍ଷୟ […]

housefull-3

housefull-3

Rakesh Mallick
  • Published: Monday, 06 June 2016
  • Updated: 06 June 2016, 02:44 PM IST

Sports

Latest News

ମୁମ୍ବାଇ: ସାଜିଦ୍‌ ନାଦିୟାଦୱାଲାଙ୍କ ହୋମ୍‌ ପ୍ରଡକ୍ସନ ‘ନଦିୟାଦୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ’ ବ୍ୟାନରରେ ନିର୍ମିତ ହୋଇଥିବା କମେଡି ଫିଲ୍ମ ‘ହାଉସଫୁଲ୍-3’ ଦେଶରେ ଦୁଇ ଦିନରେ ୩୧.୫୧ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ଓ ଭଲ ଆୟ କରିଛି ବୋଲି ଜଣେ ଫିଲ୍ମ ସମୀକ୍ଷକ  ସୂଚନା ଦେଇଛନ୍ତି।

ଫିଲ୍ମଟି ରିଲିଜ୍‌ ଦିନ ୧୫.୨୧ କୋଟି ଆୟ କରିଥିବା ବେଳେ  ଦ୍ୱିତୀୟ ଦିନରେ ୧୬.୩୦ କୋଟି ଟଙ୍କା ଆୟ କରିଛି।

 ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବୋମନ ଇରାନୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ଲିସା ହେଡନ ଓ ନର୍ଗିସ୍ ଫଖରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।  ଅଭିଷେକ ବଚ୍ଚନ ଓ ଜ୍ୟାକି ଶ୍ରଫଙ୍କୁ ନୂଆ ମୁହଁ ଭାବେ ଏହି ସିରିଜ୍‌ରେ ଦେଖିବାକୁ ପାଇଛନ୍ତି ଦର୍ଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story