‘ହାଉସଫୁଲ୍-3’ ଦୁଇ ଦିନରେ ଆୟ କଲା ୩୧.୫୧ କୋଟି

ମୁମ୍ବାଇ: ସାଜିଦ୍‌ ନାଦିୟାଦୱାଲାଙ୍କ ହୋମ୍‌ ପ୍ରଡକ୍ସନ ‘ନଦିୟାଦୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ’ ବ୍ୟାନରରେ ନିର୍ମିତ ହୋଇଥିବା କମେଡି ଫିଲ୍ମ ‘ହାଉସଫୁଲ୍-3’ ଦେଶରେ ଦୁଇ ଦିନରେ ୩୧.୫୧ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ଓ ଭଲ ଆୟ କରିଛି ବୋଲି ଜଣେ ଫିଲ୍ମ ସମୀକ୍ଷକ  ସୂଚନା ଦେଇଛନ୍ତି।

ଫିଲ୍ମଟି ରିଲିଜ୍‌ ଦିନ ୧୫.୨୧ କୋଟି ଆୟ କରିଥିବା ବେଳେ  ଦ୍ୱିତୀୟ ଦିନରେ ୧୬.୩୦ କୋଟି ଟଙ୍କା ଆୟ କରିଛି।

 ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବୋମନ ଇରାନୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ଲିସା ହେଡନ ଓ ନର୍ଗିସ୍ ଫଖରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।  ଅଭିଷେକ ବଚ୍ଚନ ଓ ଜ୍ୟାକି ଶ୍ରଫଙ୍କୁ ନୂଆ ମୁହଁ ଭାବେ ଏହି ସିରିଜ୍‌ରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ଆହୁରି ପଢ଼ନ୍ତୁ

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

ମୁମ୍ବାଇର ଗୋଟେ ଚଲ୍‌ରେ କଟିଥିଲା ସରୋଜଙ୍କ ପିଲାଦିନ, ଜଣେ ଡାକ୍ତରଙ୍କ ପାଇଁ ମିଳିଥିଲା କାମ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ