କେଉଁ ବଲିଉଡ୍‌ ଅଭିନେତାଙ୍କ ଭାଉ କେତେ: ତେବେ ଜାଣନ୍ତୁ ଶ୍ରେଷ୍ଠ ୧୦ଜଣ ଫିଲ୍ମ୍‌ଷ୍ଟାର୍‌ଙ୍କ ଡିମାଣ୍ଡ୍‌

ଆଜିକାଲି ଦୁନିଆରେ ନେତା ଓ ଅଭିନେତାଙ୍କ ଡିମାଣ୍ଡ ସବୁଠୁ ଅଧିକ। ସମସ୍ତେ ଚାହାଁନ୍ତି ରାତାରାତି ନେତା କିମ୍ବା ଅଭିନେତା ହେବା ପାଇଁ । କାରଣ ସବୁଠୁ ଅଧିକ ଟଙ୍କା ଏହି ପ୍ରଫେସନରୁ ହିଁ ମିଳିଥାଏ। ତେବେ ଅଭିନେତା ଏବେ ରୋଜଗାରରେ ନେତାଙ୍କୁ ବି ପଛରେ ପକାଇଦେଇଛନ୍ତି। ଅନେକ ବଲିଉଡ୍ ଅଭିନେତା ଏମିତି ଅଛନ୍ତି ଯାହାଙ୍କ ଆୟ ପ୍ରତ୍ୟେକ ଫିଲ୍ମ ପିଛା ୫୦ କୋଟିରୁ ଅଧିକ। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ର କେଉଁ ଅଭିନେତା ପ୍ରତ୍ୟେକ ଫିଲ୍ମ ପାଇଁ […]

29-top-stars

29-top-stars

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 05:21 PM IST

Sports

Latest News

ଆଜିକାଲି ଦୁନିଆରେ ନେତା ଓ ଅଭିନେତାଙ୍କ ଡିମାଣ୍ଡ ସବୁଠୁ ଅଧିକ। ସମସ୍ତେ ଚାହାଁନ୍ତି ରାତାରାତି ନେତା କିମ୍ବା ଅଭିନେତା ହେବା ପାଇଁ । କାରଣ ସବୁଠୁ ଅଧିକ ଟଙ୍କା ଏହି ପ୍ରଫେସନରୁ ହିଁ ମିଳିଥାଏ। ତେବେ ଅଭିନେତା ଏବେ ରୋଜଗାରରେ ନେତାଙ୍କୁ ବି ପଛରେ ପକାଇଦେଇଛନ୍ତି। ଅନେକ ବଲିଉଡ୍ ଅଭିନେତା ଏମିତି ଅଛନ୍ତି ଯାହାଙ୍କ ଆୟ ପ୍ରତ୍ୟେକ ଫିଲ୍ମ ପିଛା ୫୦ କୋଟିରୁ ଅଧିକ। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ର କେଉଁ ଅଭିନେତା ପ୍ରତ୍ୟେକ ଫିଲ୍ମ ପାଇଁ କେତେ ପାରିଶ୍ରମିକ ନେଇଥାନ୍ତି।

ରଣବୀର ସିଂ-ବାଜିରାଓ ମସ୍ତାନୀ ପୂର୍ବରୁ ରଣବୀର ସିଂ ଙ୍କୁ ୩ ରୁ ୫ କୋଟି ମିଳୁଥିଲା। କିନ୍ତୁ ବାଜିରାଓ ମସ୍ତାନୀର ସଫଳତା ପରେ ସେ ତାଙ୍କ ପାରିଶ୍ରମିକ ତିନି ଗୁଣା ବଢାଇଦେଇଛନ୍ତି। ଏବେ ସେ ଗୋଟିଏ ଫିଲ୍ମ ପାଇଁ ୧୦ କୋଟି ଟଙ୍କା ନେଉଛନ୍ତି।

ବରୁଣ ଧାୱନ-ବରୁଣ ଧାୱନ ଏ ପର୍ଯ୍ୟନ୍ତ ଆଠଟି ଫିଲ୍ମରେ ଅଭିନୟ କରାସାରିଲେଣି। ତାଙ୍କର କୌଣସି ଫିଲ୍ମ କ୍ଷତି ହୋଇନି,ସେ ପାରିଶ୍ରମିକ ପୂର୍ବକ ୫ ରୁ ୭ କୋଟି ନେଉଥିବା ବେଳେ 'ବଦ୍ରୀନାଥ କି ଦୁଲହେନିଆ' ପରେ ତାଙ୍କ ଫିସ ୧୦ ରୁ ୧୨ କୋଟି ହୋଇଯାଇଛି।

ରଣବୀର କପୁର-ରଣବୀର କପୁରଙ୍କ ଫିଲ୍ମ ଆଜି କାଲି ଫ୍ଲପ ହେଉଥିଲେ ମଧ୍ୟ ସେ କିନ୍ତୁ ଫ୍ଲପ ହୋଇନାହାଁନ୍ତି। ତାଙ୍କର ଏବେବି ଅନେକ ଡିମାଣ୍ଡ ରହିଛି। ପ୍ରତି ଫିଲ୍ମ ପାଇଁ ରଣବୀର ୨୦ ରୁ ୨୫ କୋଟି ନେଇଥାନ୍ତି।

ଅମିତାଭ ବଚ୍ଚନ-ଅମିତାଭଙ୍କୁ ପାଖାପାକି ୭୫ ବର୍ଷ ହୋଇଥିଲେ ମଧ୍ୟ,ବୟସ୍କ କଳାକାର ମାନଙ୍କ ମଧ୍ୟରେ ବିଗ୍ ବି ସବୁଠୁ ଅଧିକ ଟଙ୍କା ନିଅନ୍ତି। ଅଭିନୟର ସମୟ ପରିସୀମା ଦେଖି ମଧ୍ୟ ତାଙ୍କ ଫିସ ନିର୍ଦ୍ଦାରିତ ହୋଇଥାଏ। ସେ ପ୍ରତି ଫିଲ୍ମ ପାଇଁ ୧୨ ରୁ ୧୫ କୋଟି ଟଙ୍କା ନେଇଥାନ୍ତି।

ହ୍ରିତିକ ରୋଶନ-ହ୍ରିତିକ ରୋସନ କମ ଫିଲ୍ମ କରନ୍ତି, କିନ୍ତୁ ସେ ମଧ୍ୟ କାହାଠାରୁ କମ ନୁହଁନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ୩୦ରୁ ୪୦ କୋଟି ଫିସ ନେଇଥାନ୍ତି।

ଅଜୟ ଦେବଗନ-ଅଜୟ ଦେବଗନ ତାଙ୍କ ଫିଲ୍ମର ବଜେଟ ଦେଖି  ଫିସ କମ, ଅଧିକ କରିଥାନ୍ତି। ଏମିତିରେ ତାଙ୍କ ଫିସ ୩୦ ରୁ ୪୦ କୋଟି ରହିଥାଏ।

ଅକ୍ଷୟ କୁମାର-ଫିସ ନେବାରେ ଅକ୍ଷୟ କୁମାର ସବୁଠୁ ଆଗରେ। ସେ ଗୋଟିଏ ଫିଲ୍ମ ପାଇଁ ସାଧାରଣତ ୪୦ ରୁ ୫୦ କୋଟି ଟଙ୍କା ନେଉଥିଲେ ମଧ୍ୟ ବେଳେବେଳେ ଫିଲ୍ମର ବଜେଟ ଅନୁସାରେ ମଧ୍ୟ ସେ ଫିସ ନେଇଥାନ୍ତି।

ଅମିର ଖାନ-ଅମିର ଖାନ ଫିଲ୍ମ ପିଛା ୫୦ ରୁ ୬୦ କୋଟି ଟଙ୍କା ନେଇଥାନ୍ତି। କିନ୍ତୁ ଅନେକ ସମୟରେ ସେ ଫିଲ୍ମ ଅନୁସାରେ ପାଖାପାଖି ୮୦ ପ୍ରତିଶତ ଟଙ୍କା ଦାବି କରନ୍ତି। 'ଦଙ୍ଗଲ ଭଳି ଫିଲ୍ମ ପାଇଁ ୧୫୦ କୋଟିରୁ ଅଧିକ ଟଙ୍କା ନେଇଛନ୍ତି। ଅମିରଙ୍କୁ ଜଣାଥାଏ ଯେ ତାଙ୍କ ଫିଲ୍ମ ହିଟ ହେବ ବୋଲି ତେଣୁ  ସେ ଫିସ ବଦଳରେ ପାର୍ଟନରସିପ କରିଥାନ୍ତି।

ଶାହାରୁଖ୍ ଖାନ-ଏହି ଅଭିନେତାଙ୍କ ଡିମାଣ୍ଡ ଯଦିଓ ଏବେ କମିଯାଇଛି ତଥାବି ସେ ଫିଲ୍ମର ବଜେଟକୁ ଲକ୍ଷ୍ୟ କରି ଫିସ୍‌ ନେଇଥାନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୨୦ରୁ୩୦ କୋଟି ନେଇଥାନ୍ତି।

ସଲମାନ ଖାନ-ସଲମାନ ଖାନ ମଧ୍ୟ  ଫିଲ୍ମର ଆୟ ହିସାବରେ ପାରିଶ୍ରମିକ ନେଇଥାନ୍ତି। 'ସୁଲତାନ' ପାଇଁ ସେ ୧୦୦ କୋଟିରୁ ଅଧିକ ଫିସ ନେଇଥିବା ର କୁହାଯାଉଛି। ସାଧାରଣତ ସେ ପ୍ରତ୍ୟେକ ଫିଲ୍ମ ପାଇଁ ୬୦ କୋଟିରୁ ଅଧିକ ଟଙ୍କା ନେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story