କବାଡ଼ି ଖେଳିବେ ହ୍ରିତିକ୍ !

ବଲିଉଡରେ ହ୍ରିତିକ୍ ରୋଶନଙ୍କର ଇମେଜ୍ ଅଲଗା। ମଝିରେ ମଝିରେ ନୂଆ ଧରଣର ଫିଲ୍ମରେ ନୂଆ ଧରଣର ଅବତାର ନେଇ ସେ ଆସନ୍ତି ନିଜ ଫ୍ୟାନଙ୍କ ସାମ୍ନାକୁ। ତାଙ୍କର କିଛି କିଛି ଫିଲ୍ମ ସୁପରଡୁପର ହିଟ୍ ହୋଇଥିଲେ ବି, ନିକଟରେ ସେମିତି କିଛି ସଫଳତା ସେ ପାଇନାହାଁନ୍ତି। ତେବେ ଶୁଣାଯାଉଛି ସେ ଖୁବଶୀଘ୍ର କବାଡ଼ି ଖେଳିବାକୁ ଯାଉଛନ୍ତି । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିୟ। ଫ୍ୟାନ୍‌ମାନେ ତ ନିରାଶ ହୋଇଯିବେ ଏପରି ଖବର ଶୁଣି। କିନ୍ତୁ […]

hrithik-pic

hrithik-pic

Rakesh Mallick
  • Published: Monday, 19 June 2017
  • Updated: 19 June 2017, 02:28 PM IST

Sports

Latest News

ବଲିଉଡରେ ହ୍ରିତିକ୍ ରୋଶନଙ୍କର ଇମେଜ୍ ଅଲଗା। ମଝିରେ ମଝିରେ ନୂଆ ଧରଣର ଫିଲ୍ମରେ ନୂଆ ଧରଣର ଅବତାର ନେଇ ସେ ଆସନ୍ତି ନିଜ ଫ୍ୟାନଙ୍କ ସାମ୍ନାକୁ। ତାଙ୍କର କିଛି କିଛି ଫିଲ୍ମ ସୁପରଡୁପର ହିଟ୍ ହୋଇଥିଲେ ବି, ନିକଟରେ ସେମିତି କିଛି ସଫଳତା ସେ ପାଇନାହାଁନ୍ତି।

ତେବେ ଶୁଣାଯାଉଛି ସେ ଖୁବଶୀଘ୍ର କବାଡ଼ି ଖେଳିବାକୁ ଯାଉଛନ୍ତି । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିୟ। ଫ୍ୟାନ୍‌ମାନେ ତ ନିରାଶ ହୋଇଯିବେ ଏପରି ଖବର ଶୁଣି। କିନ୍ତୁ ଏଥିରେ ସେମିତି କିଛି ନିରାଶ ହେବାର ନାହିଁ କାରଣ ହ୍ରିତିକ୍ ରୋଶନ୍ ସିନେମା ଛାଡ଼ି ଖେଳାଳି ହେବାକୁ ଯାଉନାହାଁନ୍ତି ସେ ଅଭିନେତା ଅଛନ୍ତି ଅଭିନେତା ରହିବେ ତେବେ ସତ କଥାଟା ହେଲା, ସେ କବାଡି ଖେଳିବେ, କିନ୍ତୁ ପରଦାରେ ପଡ଼ିଆରେ ନୁହେଁ।

ଅର୍ଥାତ୍ ଖୁବଶୀଘ୍ର ହ୍ରିତିକଙ୍କର ଏକ ନୂଆ ଫିଲ୍ମ ‌ଆସିବାକୁ ଯାଉଛି, ଯେଉଁଥିରେ ସେ ଜଣେ କବାଡ଼ି ଖେଳାଳି ଭାବେ ପରଦାକୁ ‌ଆସିବେ। ପୂର୍ବରୁ କୁସ୍ତିକୁ ନେଇ ଆସିଥିବା ଅମିର ଖାଁଙ୍କ ଫିଲ୍ମ ଦଙ୍ଗଲ ସୁପରଡୁପର ହୋଇଛି। ତେଣୁ ହ୍ରିତିକ୍ କବାଡ଼ି ଖେଳକୁ ପରଦାକୁ ଆଣିବେ ତେବେ ହ୍ରିତିକଙ୍କୁ କବାଡ଼ି ଖେଳାଳି ବନେଇଥିବା ଲୋକଟି କିଏ ଜାଣିଛନ୍ତି?  ସେ ହେଲେ ଫିଲ୍ମର ପ୍ରଡ଼୍ୟୁସର ରୋନୀ ସ୍କ୍ରିଉଓ୍ୱାଲା। ସେ କବାଡି ଉପରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଖବର ମୁତାବକ ଏହି ଚଳଚ୍ଚିତ୍ରରେ ହ୍ରିତିକ କାମ କରିବାର ଚୁକ୍ତିବଦ୍ଧ ହୋଇଛନ୍ତି । ପ୍ରୋ-କବାଡି ଲିଗ୍‌ରେ ୟୁ-ମୁମ୍ବା ଟିମ୍‌ର ମାଲିକ ହେଉଛନ୍ତି ରୋନୀ ସ୍କ୍ରିଉଓ୍ୱାଲା । ନିଜର ଏହି ଟିମକୁ ନେଇ ସେ ଫିଲ୍ମ ନିର୍ମାଣ କରିବ। ଦେଖାଯାଉ, ଦଙ୍ଗଲ ଫିଲ୍ମ ପାଇଁ ଅମିର୍ ଖାଁ ପ୍ରସିଦ୍ଧ ହୋଇଗଲା ପରି, ଏ କବାଡ଼ି ଖେଳ ପାଇଁ ହ୍ରିତିକ୍ ବଲିଉଡ୍ ରେକର୍ଡ ଭାଙ୍ଗି ପାରୁଛନ୍ତି କି ନାହିଁ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story