ବଲିଉଡରୁ କମ ନୁହେଁ ସାଉଥ ଷ୍ଟାରଙ୍କ କ୍ରେଜ୍‌: ଜାଣିନ୍ତୁ କେଉଁ ଷ୍ଟାର ନେଇଥାନ୍ତି କେତେ ଟଙ୍କା

ଆମେ ଦେଶରେ ଦୁଇଟି ଫି୍ଲ୍ମ ଇଣ୍ଡଷ୍ଟ୍ରିର ଦବଦବା ରହିଛି। ଗୋଟିଏ ବଲିଉଡ ହୋଇଥିବା ବେଳେ ଅନ୍ୟଟି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି। ବଲିଉଡ ଫିଲ୍ମ ହିନ୍ଦୀ ଭାଷାରେ ତିଆରି ହେଉଥିବାରୁ ଏହା ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ରିଲିଜ ହେଉଛି। ତେବେ ଦେଶ ଭିତରେ ବଲିଉଡକୁ ସାଉଥ ଇଣ୍ଡଷ୍ଟ୍ରିରୁ ଜୋରଦାର ଟକ୍କର ବି ମିଳୁଛି। ଖାଲି ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ସାଉଥ ଫିଲ୍ମ ହିନ୍ଦୀ ଫିଲ୍ମକୁ ଟକ୍କର ଦେଉଛନ୍ତି। ବଲିଉଡ ଷ୍ଟାରଙ୍କ ରୋଜଗାର […]

rajini-intro

rajini-intro

Rakesh Mallick
  • Published: Monday, 07 August 2017
  • Updated: 07 August 2017, 09:53 PM IST

Sports

Latest News

ଆମେ ଦେଶରେ ଦୁଇଟି ଫି୍ଲ୍ମ ଇଣ୍ଡଷ୍ଟ୍ରିର ଦବଦବା ରହିଛି। ଗୋଟିଏ ବଲିଉଡ ହୋଇଥିବା ବେଳେ ଅନ୍ୟଟି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି। ବଲିଉଡ ଫିଲ୍ମ ହିନ୍ଦୀ ଭାଷାରେ ତିଆରି ହେଉଥିବାରୁ ଏହା ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ରିଲିଜ ହେଉଛି। ତେବେ ଦେଶ ଭିତରେ ବଲିଉଡକୁ ସାଉଥ ଇଣ୍ଡଷ୍ଟ୍ରିରୁ ଜୋରଦାର ଟକ୍କର ବି ମିଳୁଛି। ଖାଲି ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ସାଉଥ ଫିଲ୍ମ ହିନ୍ଦୀ ଫିଲ୍ମକୁ ଟକ୍କର ଦେଉଛନ୍ତି। ବଲିଉଡ ଷ୍ଟାରଙ୍କ ରୋଜଗାର ସମ୍ପର୍କରେ ତ ପ୍ରାୟ ସମସ୍ତେ ଜାଣନ୍ତି। କେଉଁ ଫିଲ୍ମରେ କେଉଁ ଷ୍ଟାର କେତେ ଟଙ୍କା ନେଉଛନ୍ତି ସମସ୍ତେ ଜାଣନ୍ତି।ତେବେ ସାଉଥ ଫିଲ୍ମଷ୍ଟାରଙ୍କ ରୋଜଗାର ସମ୍ପର୍କରେ ଜାଣିଛନ୍ତି କି ?

ରଜନୀକାନ୍ତ: ସାଉଥ ଫିଲ୍ମର ଷ୍ଟାଇଲ ମାଷ୍ଟର ରଜନୀକାନ୍ତ। ଫିଲ୍ମିରେ ତାଙ୍କ ଆକ୍ସନ ଓ ଷ୍ଟାଇଲ ଦର୍ଶକଙ୍କୁ ପାଗଳ କରିଦେଇଥାଏ। ବୟସ ଅତିକ୍ରମ କଲା ପରେ ବି ରଜନୀକାନ୍ତଙ୍କ କ୍ରେଜ୍‌ କମିନାହିଁ। ବଲିଉଡରେ ମଧ୍ୟ ସେ ବହୁତ ଫିଲ୍ମ କରିଛନ୍ତି। ଜାଣିଛନ୍ତି ରଜନୀକାନ୍ତ ଗୋଟେ ଫିଲ୍ମରେ କେତେ ଟଙ୍କା ନେଇଥାନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ପ୍ରତି ଫିଲ୍ମରେ ସେ ୫୦ କୋଟି ଟଙ୍କା ଦାବି କରଥାନ୍ତି।

kamal-hassandec8କମଲ ହାସନ: ସାଉଥ ଷ୍ଟାରଙ୍କ ଫିଲ୍ମ ତିଆରି କରିବାର ଶୈଳୀ ଖୁବ ନିଆରା। ଏହାସହ ନିଆରା ହେଉଛି କଳାକାରଙ୍କ ଅଭିନୟ। ଏପରି ନିଆରା ଅଭିନୟ ପାଇଁ ବେଶ ନାଁ କମାଇଛନ୍ତି କାମଲ ହାସନ। ସେ ଫିଲ୍ମ ପ୍ରତି ୨୫ରୁ ୩୦ କୋଟି ଟଙ୍କା ଡିମାଣ୍ଡ କରଥାନ୍ତି।

ପ୍ରଭାସ: ସେମିତିରେ ବି ପ୍ରଭାସ୍‌ଙ୍କ କ୍ରେଜ୍‌ କାହିଁରେ କ’ଣ। ତେବେ ‘ବାହୁବଲୀ’ ଓ ‘ବାହୁବଲୀ-୨’ ରିଲିଜ ହେବା ପରେ ତାଙ୍କ ଡିମାଣ୍ଡ ବହୁତ ବଢି ଯାଇଛି। ଏହି ଫିଲ୍ମ ପରେ ପ୍ରଭାସଙ୍କ ଫିସରେ ଟିକେ ବଢିଯାଇଛି। ପ୍ରଭାସ ଏବେ ପ୍ରତି ଫିଲ୍ମକୁ ୨୦ରୁ ୨୫ କୋଟି ଟଙ୍କା ଡିମାଣ୍ଡ କରୁଛନ୍ତି।

ମହେଶ ବାବୁ: ସାଉଥ ସୁପରଷ୍ଟାର ମହେଶ ବାବୁ। ଜଣେ ଲୋକପ୍ରିୟ ନାୟକ। ତାଙ୍କର ସାଇଲେଣ୍ଟ ଡାଇଲଗ କହିବା ଶୈଳୀ ଦର୍ଶକଙ୍କୁ ପାଗଳ କରିଥାଏ। ତାଙ୍କ ଡିମାଣ୍ଡ ବି କିଛି କମ ନୁହେଁ। ପ୍ରତି ଫିଲ୍ମରେ ସେ ୧୬ରୁ ୧୮ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି।

prabhashସୂର୍ଯ୍ୟା: ଦକ୍ଷିଣ ଭାରତୀୟ ଆଉ ଜଣେ ସୁପରଷ୍ଟାର ହେଉଛନ୍ତି ସୂର୍ଯ୍ୟା। ପ୍ରତି ପିଲ୍ମରେ ସୂର୍ୟ୍ୟା ୨୦ରୁ ୨୫ କୋଟି ଟଙ୍କା ନେଇଥାନ୍ତି।

ଆଲୁ ଆର୍ଜୁନ: ଏହି ସାଉଥ ଷ୍ଟାର ଫିଲ୍ମ ପ୍ରତି 10 ରୁ 15 କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି।

ଧନୁଷ: ରଜନୀକାନ୍ତଙ୍କ ଜ୍ୱାଇଁ ହେଉଛନ୍ତି ଧନୁଷ। ସେ ଏକା ଧାରରେ ଜଣେ ଅଭିନେତା, କଣ୍ଠଶୀଳ୍ପି, ଫିଲ୍ମ ନିର୍ମାତା। ବହୁମୁଖୀ ପ୍ରତିଭା ଧାରି ଏହି ସାଉଥ ଷ୍ଟାର ଗୋଟିଏ ଫିଲ୍ମ ପାଇଁ ୧୦ କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story