‘ଓକେ ଜାନୁ’ରେ ମୁଁ ଏକ ଭିନ୍ନ ଚରିତ୍ରରେ ଆସିବି: ଶ୍ରଦ୍ଧା

ମୁମ୍ବାଇ: ଫିଲ୍ମ ‘ଓକେ ଜାନୁ’ରେ ମୁଁ ଏକ ଭିନ୍ନ ଚରିତ୍ରରେ ନଜରକୁ ଆସିବି। ଏହି ଫିଲ୍ମରେ ମୋ ବିପକ୍ଷରେ ନାୟକ ସାଜିବେ ଆଶିକ୍ୟୁ-୨ ଷ୍ଟାର ଆଦିତ୍ୟ ରାୟ କାପୁର। ରବିବାର ଏହା କହିଛନ୍ତି ବାଗି ଷ୍ଟାର ଶ୍ରଦ୍ଧା କାପୁର। ତାମିଲ ଫିଲ୍ମ ‘ଓକେ କନ୍‌ମାନି’ର ରିମେକ ହେଉଛି ‘ଓକେ ଜାନୁ’। ଏଥିରେ ପୁଣି ଏକାଠି ଦେଖିବାକୁ ମିଳିବ ଆଶିକ୍ୟୁ-୨ର ନାୟକ (ଆଦିତ୍ୟ ରାୟ କାପୁର) ଓ ନାୟିକା (ଶ୍ରଦ୍ଧା କାପୁର)ଙ୍କୁ। ଶ୍ରଦ୍ଧା କହିଛନ୍ତି, “ଆମେ ଦୁହେଁ ଆଶିକ୍ୟୁ-୨ରେ […]

shraddha-7591

shraddha-7591

Rakesh Mallick
  • Published: Sunday, 08 May 2016
  • Updated: 08 May 2016, 01:39 PM IST

Sports

Latest News

ମୁମ୍ବାଇ: ଫିଲ୍ମ ‘ଓକେ ଜାନୁ’ରେ ମୁଁ ଏକ ଭିନ୍ନ ଚରିତ୍ରରେ ନଜରକୁ ଆସିବି। ଏହି ଫିଲ୍ମରେ ମୋ ବିପକ୍ଷରେ ନାୟକ ସାଜିବେ ଆଶିକ୍ୟୁ-୨ ଷ୍ଟାର ଆଦିତ୍ୟ ରାୟ କାପୁର। ରବିବାର ଏହା କହିଛନ୍ତି ବାଗି ଷ୍ଟାର ଶ୍ରଦ୍ଧା କାପୁର।

ତାମିଲ ଫିଲ୍ମ ‘ଓକେ କନ୍‌ମାନି’ର ରିମେକ ହେଉଛି ‘ଓକେ ଜାନୁ’। ଏଥିରେ ପୁଣି ଏକାଠି ଦେଖିବାକୁ ମିଳିବ ଆଶିକ୍ୟୁ-୨ର ନାୟକ (ଆଦିତ୍ୟ ରାୟ କାପୁର) ଓ ନାୟିକା (ଶ୍ରଦ୍ଧା କାପୁର)ଙ୍କୁ।

ଶ୍ରଦ୍ଧା କହିଛନ୍ତି, “ଆମେ ଦୁହେଁ ଆଶିକ୍ୟୁ-୨ରେ ପ୍ରେମର ବର୍ଷା କରିଥିଲୁ। ଏହି ଫିଲ୍ମରେ ମଧ୍ୟ ଆମେ ଦୁହିଁଙ୍କର ପ୍ରେମ ଦେଖିବାକୁ ମିଳିବ। ମୁଁ ଏହି ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି। ମୁଁ ମୋ ଚରିତ୍ର ମାଧ୍ୟମରେ ଦର୍ଶକଙ୍କୁ ପ୍ରେମରେ ଭସାଇବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story