ଫୁସୁକି ଗଲା ‘ବାହୁବଲୀ’: ଦ୍ୱିତୀୟ ରିଲିଜ୍‌ରେ ଦୁଇ କୋଟି ବି ଆୟ ହେଲାନି

ମୁମ୍ବାଇ: ‘ବାହୁବଲୀ’ ଫିଲ୍ମ ବିଷୟରେ କିଏ ଅବା ନ ଜାଣିଛି? ଦୁଇ ବର୍ଷ ପୂର୍ବେ ଏହା ରିଲିଜ୍ ହୋଇଥିଲା। ତେବେ ଏହାକୁ ନେଇ ଏବେବି ଚର୍ଚ୍ଚା ଜାରି ରହିଛି। ଏହାର ସିକ୍ୱେଲ୍ ବି ପ୍ରସ୍ତୁତ ହୋଇଯାଇଛି। ଏହା ଚଳିତ ମାସ ୨୮ ତାରିଖରେ ରିଲିଜ୍ ହେବ। ‘ବାହୁବଲୀ ୨‘କୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ଏହାର ନିର୍ମାତା ମାହୋଲକୁ ଦେଖି ‘ବାହୁବଲୀ’କୁ ଏପ୍ରିଲ୍ ୭ ତାରିଖରେ ପୁଣି ରିଲିଜ୍ କରାଇଥିଲେ। ତେବେ ତାଙ୍କର ଏ […]

bahubali

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 09:43 AM IST

ମୁମ୍ବାଇ: ‘ବାହୁବଲୀ’ ଫିଲ୍ମ ବିଷୟରେ କିଏ ଅବା ନ ଜାଣିଛି? ଦୁଇ ବର୍ଷ ପୂର୍ବେ ଏହା ରିଲିଜ୍ ହୋଇଥିଲା। ତେବେ ଏହାକୁ ନେଇ ଏବେବି ଚର୍ଚ୍ଚା ଜାରି ରହିଛି। ଏହାର ସିକ୍ୱେଲ୍ ବି ପ୍ରସ୍ତୁତ ହୋଇଯାଇଛି। ଏହା ଚଳିତ ମାସ ୨୮ ତାରିଖରେ ରିଲିଜ୍ ହେବ।

‘ବାହୁବଲୀ ୨‘କୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ଏହାର ନିର୍ମାତା ମାହୋଲକୁ ଦେଖି ‘ବାହୁବଲୀ’କୁ ଏପ୍ରିଲ୍ ୭ ତାରିଖରେ ପୁଣି ରିଲିଜ୍ କରାଇଥିଲେ। ତେବେ ତାଙ୍କର ଏ ନିଷ୍ପତ୍ତି କାମ ଦେଲାନି। ଦ୍ୱିତୀୟ ରିଲିଜ୍‌ରେ ଫିଲ୍ମଟି ୨ କୋଟି ମଧ୍ୟ ଆଦାୟ କରି ପାରିଲାନି। ପ୍ରଥମ ରିଲିଜରେ ଏହା ଆୟରେ ରେକର୍ଡ କରିଥିଲା।

Related story