ବୀଣାଙ୍କୁ ଶୁଣାଇଲେ କଡ଼ା ବାଣୀ, ମଲାଲାଙ୍କୁ ବି ଛାଡ଼ିଲେନି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରିବା ପରେ ସାରା ବିଶ୍ୱରେ ଏହାକୁ ନେଇ ତର୍କ-ବିତର୍କ ଲାଗି ରହିଛି। ଏଥିରେ ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ସାମିଲ ହୋଇଛନ୍ତି ଓ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି। ଅନ୍ୟପକ୍ଷରେ ଭାରତ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଥିବା ବେଳେ ତାଙ୍କ ଦେଶର କଳାକାରମାନେ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ଭାରତ ସରକାରଙ୍କ […]

bollywood

bollywood

Jitendra Garnayak
  • Published: Friday, 09 August 2019
  • Updated: 09 August 2019, 04:24 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରିବା ପରେ ସାରା ବିଶ୍ୱରେ ଏହାକୁ ନେଇ ତର୍କ-ବିତର୍କ ଲାଗି ରହିଛି। ଏଥିରେ ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ସାମିଲ ହୋଇଛନ୍ତି ଓ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି। ଅନ୍ୟପକ୍ଷରେ ଭାରତ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଥିବା ବେଳେ ତାଙ୍କ ଦେଶର କଳାକାରମାନେ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ନେଇ କଡ଼ା ପ୍ରତିକ୍ରିୟା ରଖି ସେନା ଉପରକୁ ଆଙ୍ଗୁଳି ଉଠାଇଥିବା ବେଳେ ଭାରତୀୟ ଅଭିନେତ୍ରୀ ପାୟଲ ରୋହତଗୀ ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଏହା ସହିତ ସେ ନୋବେଲ୍ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କୁ ବି ଛାଡ଼ି ନାହାନ୍ତି।

ପାୟଲ ଟ୍ୱିଟ୍ କରି ଲେଖିଛନ୍ତି,“ମଲାଲା ବୀଣା ମଲିକଙ୍କର ବହୁତ ବଢ଼ିଆ ସାଙ୍ଗ ହୋଇଯାଇଛନ୍ତି। ଫେମିନିଷ୍ଟ୍‌ମାନେ ବାସ୍ତବରେ ହେଛନ୍ତି ଜୁନିଅର ଆର୍ଟିଷ୍ଟ୍‌, ଯେଉଁମାନଙ୍କୁ ପ୍ରତିଦିନ ୫୦୦ ଟଙ୍କା ଲେଖାଏ ଦରମା ମିଳେ। ଏବେ ଏମିତି ଲାଗୁଛି ମଲାଲା ଜୁନିଅର ଆର୍ଟିଷ୍ଟମାନଙ୍କ ନେତା ହୋଇଯାଇଛନ୍ତି।”

ସେହିପରି ଭିଡିଓ ପୋଷ୍ଟ୍ କରି ପାୟଲ ବୀଣା ମଲିକ ଓ ମଲାଲାଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଆପତ୍ତିଜନକ ଶବ୍ଦ ମଧ୍ୟ ବ୍ୟବହାର କରିଛନ୍ତି। ଏଥିରେ ସେ ବୀଣାଙ୍କୁ ଭିକାରୀ ବୋଲି ସମ୍ବୋଧନ କରି କହିଛନ୍ତି,“ସେ ପାକିସ୍ତାନରୁ ଭିକ ମାଗିବାକୁ ଆସିଥିଲେ। ବହୁ ଚେଷ୍ଟା କଲେ। କିନ୍ତୁ କିଛି ହେଲା ନାହିଁ। ତେଣୁ ପୁଣି ପାକିସ୍ତାନ ଫେରିଗଲେ ଓ ଜଣେ ପୁରୁଷକୁ ବାହା ହୋଇ ଛୁଆପିଲା କଲେ। ଭଲ କଥା। କିନ୍ତୁ ପରେ ସେହି ଲୋକ ସହିତ ବି ନାଟକ କଲେ ଓ ତାଙ୍କୁ ଛାଡ଼ି ଦେଇଛନ୍ତି ବୋଲି କହିଲେ।”

ପାୟଲ ଆହୁରି କହିଛନ୍ତି,“ଏବେ ତାଙ୍କ (ବୀଣାଙ୍କ) ଜୀବନରେ ଆଉ କିଛି ନାହିଁ। କେବଳ ଚର୍ଚ୍ଚାକୁ ଆସିବା ପାଇଁ ଭାରତୀୟ ସେନା ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଓ ମଲାଲାଙ୍କୁ ଟ୍ୟାଗ୍ କରି ଦେଇଛନ୍ତି, ଯିଏ କି ନୋବେଲ୍ ପ୍ରାଇଜ୍ ଜିତିଛନ୍ତି। ମୋତେ ତ ଏ ବିଷୟରେ ଜଣାନାହିଁ।”

ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ପରେ ବୀଣା ଏକ ଟ୍ୱିଟ୍‌ କରି ଭାରି ନିନ୍ଦିତ ହୋଇଥିଲେ। ସେ R.I.H ଲେଖି ଏକ ଇମୋଜି ପୋଷ୍ଟ୍ କରିଥିଲେ। ଆର୍‌ଆଇଏଚ୍‌ର ଅର୍ଥ ନର୍କରେ ସଢୁଥାଅ। ଏହା ସେ ସୁଷମାଙ୍କ ଉଦ୍ଦେଶ୍ୟରେ ହିଁ କହିଥିବା ଅନୁଭବ କରି ଭାରତୀୟ ଟ୍ୱିଟର ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ୍ କରିଥିଲେ ଓ କଡ଼ା କଥା ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story