ପୁଣି ଏକ ଫଟୋକୁ ନେଇ ଚର୍ଚ୍ଚାରେ ଦେଶୀ ଗର୍ଲ: ଏଥର କ’ଣ କଲେ କି ପ୍ରିୟଙ୍କା?

ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ବସିବା ଶୈଳୀ ଓ ପୋଷାକକୁ ନେଇ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ ପ୍ରିୟଙ୍କା ଚୋପ୍ରା। ଅବଶ୍ୟ ଏଥିରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏବେ ଆଉ କାରଣ ଯୋଗୁଁ ସୋସିଆଲ ମିଡିଆରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରିୟଙ୍କା ନିଜର ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏହି ଫଟୋ ଦେଖିବା ପରେ ସମସ୍ତଙ୍କ ନଜର ପଡ଼ିଥିଲା ତାଙ୍କ ନାକ ଉପରେ। ଆଉ ତାଙ୍କ […]

priyanka

priyanka

Rakesh Mallick
  • Published: Saturday, 10 June 2017
  • Updated: 10 June 2017, 02:06 PM IST

Sports

Latest News

ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ବସିବା ଶୈଳୀ ଓ ପୋଷାକକୁ ନେଇ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ ପ୍ରିୟଙ୍କା ଚୋପ୍ରା। ଅବଶ୍ୟ ଏଥିରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏବେ ଆଉ କାରଣ ଯୋଗୁଁ ସୋସିଆଲ ମିଡିଆରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ପ୍ରିୟଙ୍କା ନିଜର ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏହି ଫଟୋ ଦେଖିବା ପରେ ସମସ୍ତଙ୍କ ନଜର ପଡ଼ିଥିଲା ତାଙ୍କ ନାକ ଉପରେ। ଆଉ ତାଙ୍କ ନାକକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା। ତାଙ୍କ ନାକ ଟିକେ ଅଲଗା ଲାଗୁଛି। ସେ ନାକରେ ସର୍ଜରୀ କରିଛନ୍ତି ବୋଲି ଆଲୋଚନା ଚାଲିଛି। କିନ୍ତୁ ପ୍ରିୟଙ୍କା ଏ ବିଷୟରେ କିଛି କହି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story