ବାପାଙ୍କ ଫିଟନେସ୍ ଟ୍ରେନରଙ୍କ ପ୍ରେମରେ ପଡ଼ିଛନ୍ତି ଇରା ଖାନ୍!

ମୁମ୍ବାଇ: ଆମୀର୍ ଖାନଙ୍କ ଝିଅ ଇରା ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିଜର ଡିପ୍ରେସନକୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ନିଜର ରିଲେସନଶିପକୁ ନେଇ ଅନେକ ଖୁଲାସା କରିଥିଲେ। ଗତବର୍ଷ ଡିସେମ୍ବରରେ ସେ ନିଜ ବୟଫ୍ରେଣ୍ଡ ମିଶାଲ କୃପଲାନୀଙ୍କଠାରୁ ଅଲଗା ହୋଇଥିଲା। ଏବେ ପୁଣିଥରେ ତାଙ୍କ ଜୀବନରେ ଆଉ ଜଣଙ୍କ ଏଣ୍ଟ୍ରୀ ହୋଇଥିବା ଖବର ମିଳିଛି। ରିପୋର୍ଟ ମୁତାବକ, ଇରା ଏବେ ତାଙ୍କ ବାପା ଆମୀର୍ ଖାନଙ୍କ […]

amir

amir

Ranjit Kumar Jena
  • Published: Wednesday, 25 November 2020
  • Updated: 25 November 2020, 12:19 PM IST

Sports

Latest News

ମୁମ୍ବାଇ: ଆମୀର୍ ଖାନଙ୍କ ଝିଅ ଇରା ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିଜର ଡିପ୍ରେସନକୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ନିଜର ରିଲେସନଶିପକୁ ନେଇ ଅନେକ ଖୁଲାସା କରିଥିଲେ। ଗତବର୍ଷ ଡିସେମ୍ବରରେ ସେ ନିଜ ବୟଫ୍ରେଣ୍ଡ ମିଶାଲ କୃପଲାନୀଙ୍କଠାରୁ ଅଲଗା ହୋଇଥିଲା। ଏବେ ପୁଣିଥରେ ତାଙ୍କ ଜୀବନରେ ଆଉ ଜଣଙ୍କ ଏଣ୍ଟ୍ରୀ ହୋଇଥିବା ଖବର ମିଳିଛି।

ରିପୋର୍ଟ ମୁତାବକ, ଇରା ଏବେ ତାଙ୍କ ବାପା ଆମୀର୍ ଖାନଙ୍କ ଫିଟନେସ୍ କୋଚ୍ ନୁପୁର ଶିଖାରେଙ୍କୁ ଡେଟ୍ କରୁଛନ୍ତି। ଲକଡାଉନ୍ ବେଳେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା କୁହାଯାଉଛି।

Aamir Khan's daughter Ira Khan pens an emotional note for Amos Paul, says 'legends don't die' | Hindi Movie News - Times of India

ନିକଟରେ ଇରା ଓ ନୁପୁର ଛୁଟି ମନାଇବା ପାଇଁ ମହାବଳେଶ୍ୱର, ଖାନ୍ ଫାର୍ମ ହାଉସ୍ ଯାଇଥିଲେ। ଦୁହେଁ ପରସ୍ପରର ମା'ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। କୁହାଯାଉଛି ଯେ ଉଭୟେ ନିଜର ରିଲେଶନଶିପକୁ ନେଇ ବହୁତ ସିରିୟସ୍ ଅଛନ୍ତି। ତେବେ ଏହାକୁ ନେଇ ଆମୀର୍ ଖାନଙ୍କର ପ୍ରଥମ ପତ୍ନୀ ତଥା ଇରାଙ୍କ ମା' ରୀନା ଦତ୍ତଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ନୁପୁରଙ୍କ ମା'ଙ୍କର ପୋଷ୍ଟରେ ଇରା ଖୁବ୍ ଆକ୍ଟିଭ୍ ଭାବେ କମେଣ୍ଟ ଦିଅନ୍ତି।

View this post on Instagram

A post shared by Popeye ⚓ (@nupur_shikhare)

ନିକଟରେ ନୁପୁର ନିଜ ମା'ଙ୍କର ଏକ ଫଟୋ ଶେଆର୍ କରିଥିଲେ, ଯାହା ଉପରେ ଇରା ସୁନ୍ଦର କମେଣ୍ଟ କରିଥିଲେ। ନୁପୁରଙ୍କ ମା' ମଧ୍ୟ କିସ୍ ଥିବା ଇମୋଜୀ ସହ ଇରାଙ୍କୁ ପ୍ରତିକ୍ରିୟା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story