ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ‘ଇତେଫାକ୍’

ମୁମ୍ବାଇ: ଆଜି ପରଦାକୁ ଆସିଛି ଫିଲ୍ମ ‘ଇତେଫାକ୍’। ଫିଲ୍ମର ନିର୍ଦ୍ଦେଶନା ଅଭୟ ଚୋପ୍ରା ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ମଲହୋତ୍ରା, ଅକ୍ଷୟ ଖନ୍ନା ଓ ସୋନାକ୍ଷୀ ସିହ୍ନା। ୧୯୬୯ରେ ରିଲିଜ ହୋଇଥିବା ରାଜେଶ ଖନ୍ନାଙ୍କ ଅଭିନୀତ ଫିଲ୍ମ ‘ଇତେଫାକ୍’ ଆଧାରରେ ଏହି ଫିଲ୍ମ ତିଆରି ହୋଇଛି। ଡବଲ୍ ମର୍ଡରର ତଦନ୍ତ କାହାଣୀକୁ ନେଇ ଗତିଶୀଳ ହେଉଥିବା ଏହି ଫିଲ୍ମରେ ସିଦ୍ଧାର୍ଥ ଜଣେ ଲେଖକ ଓ ଅକ୍ଷୟ ଖାନ୍ନା ଜଣେ ପୋଲିସ ଅଫିସର୍ ଭୂମିକାରେ […]

Ittefak

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 11:04 AM IST

ମୁମ୍ବାଇ: ଆଜି ପରଦାକୁ ଆସିଛି ଫିଲ୍ମ ‘ଇତେଫାକ୍ ଫିଲ୍ମର ନିର୍ଦ୍ଦେଶନା ଅଭୟ ଚୋପ୍ରା ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ମଲହୋତ୍ରା, ଅକ୍ଷୟ ଖନ୍ନା ଓ ସୋନାକ୍ଷୀ ସିହ୍ନା। ୧୯୬୯ରେ ରିଲିଜ ହୋଇଥିବା ରାଜେଶ ଖନ୍ନାଙ୍କ ଅଭିନୀତ ଫିଲ୍ମ ‘ଇତେଫାକ୍’ ଆଧାରରେ ଏହି ଫିଲ୍ମ ତିଆରି ହୋଇଛି।

ଡବଲ୍ ମର୍ଡରର ତଦନ୍ତ କାହାଣୀକୁ ନେଇ ଗତିଶୀଳ ହେଉଥିବା ଏହି ଫିଲ୍ମରେ ସିଦ୍ଧାର୍ଥ ଜଣେ ଲେଖକ ଓ ଅକ୍ଷୟ ଖାନ୍ନା ଜଣେ ପୋଲିସ ଅଫିସର୍ ଭୂମିକାରେ ନଜର ଆସିଛନ୍ତି। ହାଉସ୍ ଓ୍ୱାଇଫ୍ ଚରିତ୍ରରେ ଅଭିନୟ କରିଛନ୍ତି ସୋନାକ୍ଷୀ।

Related story