‘ଜ୍ୟାକସନ୍ଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଥିଲା’
ମୁମ୍ବାଇ: ପପ୍ଷ୍ଟାର ମାଇକେଲ ଜ୍ୟାକ୍ସନ୍ଙ୍କ ମୃତ୍ୟୁ ସ୍ୱଭାବିକ ନଥିଲା। ତାଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ରୀ ରହିଛି ବୋଲି ମାଇକେଲଙ୍କ ଝିଅ ପରିସ୍ ଜ୍ୟାକ୍ସନ୍ ଆଜି କହିଛନ୍ତି। ଏକ ପତ୍ରିକାକୁ ସାକ୍ଷାତକାର ଦେବା ଅବସରରେ ପେରିସ୍ ଏହା କହିଛନ୍ତି। ସେ କହିଛନ୍ତି,“ବାପା ବଞ୍ଚିଥିବାବେଳେ କହୁଥିଲେ ତାଙ୍କ ପଛରେ କିଛି ଲୋକ ପଡ଼ିଯାଇଛନ୍ତି। ଦିନେ ତାଙ୍କୁ ନିଶ୍ଚିତ ମାରିଦେବେ।” ୨୦୦୯ ମସିହାରେ ଜ୍ୟାକସନଙ୍କ ମୃତ୍ୟୁ ହୋଇଥିଲା। ଅତ୍ୟଧିକ ଔଷଧ ସେବନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।
ମୁମ୍ବାଇ: ପପ୍ଷ୍ଟାର ମାଇକେଲ ଜ୍ୟାକ୍ସନ୍ଙ୍କ ମୃତ୍ୟୁ ସ୍ୱଭାବିକ ନଥିଲା। ତାଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ରୀ ରହିଛି ବୋଲି ମାଇକେଲଙ୍କ ଝିଅ ପରିସ୍ ଜ୍ୟାକ୍ସନ୍ ଆଜି କହିଛନ୍ତି। ଏକ ପତ୍ରିକାକୁ ସାକ୍ଷାତକାର ଦେବା ଅବସରରେ ପେରିସ୍ ଏହା କହିଛନ୍ତି।
ସେ କହିଛନ୍ତି,“ବାପା ବଞ୍ଚିଥିବାବେଳେ କହୁଥିଲେ ତାଙ୍କ ପଛରେ କିଛି ଲୋକ ପଡ଼ିଯାଇଛନ୍ତି। ଦିନେ ତାଙ୍କୁ ନିଶ୍ଚିତ ମାରିଦେବେ।”
୨୦୦୯ ମସିହାରେ ଜ୍ୟାକସନଙ୍କ ମୃତ୍ୟୁ ହୋଇଥିଲା। ଅତ୍ୟଧିକ ଔଷଧ ସେବନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।