ଜାଲିମା ଗୀତର ଟିଜରକୁ ଟ୍ୱିଟ୍‌ କଲେ ଶାହାରୁଖ

ମୁମ୍ବାଇ: ରିଲିଜ ହେଲା ’ରଇସ୍‌’ର ‘ଜାଲିମା’ ଗୀତର ଟିଜର। ଏହି ଗୀତର ଟିଜରକୁ ଶାହାରୁଖ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଟିଜର ଟ୍ୱିଟ୍‌ ସହ ପୁରା ଗୀତଟି ଆସନ୍ତା ୫ ତାରିଖରେ ରିଲିଜ ହେବ ବୋଲି ସେ ଜଣାଇଛନ୍ତି। ଏହି ଟିଜରରେ ଶାହାରୁଖ ତାଙ୍କ ଅନ୍ଦାଜରେ ଡାଇଲଗ୍‌ କହୁଥିବା ନଜର ଆସିଛନ୍ତି। କିଛିଦିନ ପୂର୍ବରୁ ସେ ଏହି ଗୀତର ପୋଷ୍ଟର ସେୟାର କରିଥିଲେ। ପୋଷ୍ଟରରେ ଶାହାରୁଖ କଳା କାଫିଆ ଓ ଚଷମାରେ ଦେଖାଯାଇଥିଲେ।

srk-in-raees

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 02:22 PM IST

ମୁମ୍ବାଇ: ରିଲିଜ ହେଲା ’ରଇସ୍‌’ର ‘ଜାଲିମା’ ଗୀତର ଟିଜର। ଏହି ଗୀତର ଟିଜରକୁ ଶାହାରୁଖ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଟିଜର ଟ୍ୱିଟ୍‌ ସହ ପୁରା ଗୀତଟି ଆସନ୍ତା ୫ ତାରିଖରେ ରିଲିଜ ହେବ ବୋଲି ସେ ଜଣାଇଛନ୍ତି।

ଏହି ଟିଜରରେ ଶାହାରୁଖ ତାଙ୍କ ଅନ୍ଦାଜରେ ଡାଇଲଗ୍‌ କହୁଥିବା ନଜର ଆସିଛନ୍ତି। କିଛିଦିନ ପୂର୍ବରୁ ସେ ଏହି ଗୀତର ପୋଷ୍ଟର ସେୟାର କରିଥିଲେ। ପୋଷ୍ଟରରେ ଶାହାରୁଖ କଳା କାଫିଆ ଓ ଚଷମାରେ ଦେଖାଯାଇଥିଲେ।

Related story