ଜାହ୍ନବୀଙ୍କ ଫଟୋ ଭାଇରାଲ୍‌; ଆସିଲା ବିବାହ ପ୍ରସ୍ତାବ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆପଣ ହଟ୍ ପ୍ୟାଣ୍ଟ୍ ଓ ଜିମ୍ ଡ୍ରେସ୍‌ରେ ଅନେକ ଥର ଦେଖିଥିବେ। ଅନେକ ସମୟରେ ତାଙ୍କର ଏଭଳି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ୍ ହୋଇଥାଏ। ତେବେ ନିକଟରେ ତାଙ୍କର ଯେଉଁ ଫଟୋ ଭାଇରାଲ୍ ହେଉଛି, ତାହା ଟିକେ ଭିନ୍ନ। କାରଣ ଏଥିରେ ତାଙ୍କୁ ପାରମ୍ପରିକ ଲୁକ୍‌ରେ ଦେଖିବାକୁ ମିଳିଛି। ଏଥିରେ ସେ ଏକ ଧଳା ଶାଢ଼ି ପିନ୍ଧିଛନ୍ତି। ତା’ସହିତ ଡିପ୍ ବ୍ୟାକ୍‌ର ଷ୍ଟାଇଲିଶ୍ ବ୍ଲାଉଜ୍ ପିନ୍ଧିଛନ୍ତି। ଏହି ଗେଟ୍‌ ଅପ୍‌ରେ ସେ […]

janahvi

janahvi

Jitendra Garnayak
  • Published: Tuesday, 29 October 2019
  • Updated: 30 October 2019, 09:29 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆପଣ ହଟ୍ ପ୍ୟାଣ୍ଟ୍ ଓ ଜିମ୍ ଡ୍ରେସ୍‌ରେ ଅନେକ ଥର ଦେଖିଥିବେ। ଅନେକ ସମୟରେ ତାଙ୍କର ଏଭଳି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ୍ ହୋଇଥାଏ। ତେବେ ନିକଟରେ ତାଙ୍କର ଯେଉଁ ଫଟୋ ଭାଇରାଲ୍ ହେଉଛି, ତାହା ଟିକେ ଭିନ୍ନ। କାରଣ ଏଥିରେ ତାଙ୍କୁ ପାରମ୍ପରିକ ଲୁକ୍‌ରେ ଦେଖିବାକୁ ମିଳିଛି। ଏଥିରେ ସେ ଏକ ଧଳା ଶାଢ଼ି ପିନ୍ଧିଛନ୍ତି। ତା’ସହିତ ଡିପ୍ ବ୍ୟାକ୍‌ର ଷ୍ଟାଇଲିଶ୍ ବ୍ଲାଉଜ୍ ପିନ୍ଧିଛନ୍ତି। ଏହି ଗେଟ୍‌ ଅପ୍‌ରେ ସେ ବେଶ୍‌ ସୁନ୍ଦର ଓ ହଟ୍ ଦେଖାଯାଉଛନ୍ତି। ଫଟୋଟି ଭାଇରାଲ୍ ହେବା ସହିତ ତାଙ୍କ ପାଖକୁ ଅନେକ ବାହାଘର ପ୍ରସ୍ତାବ ବି ଆସିଛି। କାରଣ ବହୁତ ଲୋକ ତାଙ୍କର ଏହି ଫଟୋରେ ଫିଦା ହୋଇଯାଇଛନ୍ତି।

ଏ ଫଟୋଟିକୁ ଜାହ୍ନବୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିବା ବେଳେ ଏଥିରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର ଲେଖିଛନ୍ତି, “ଆପଣ ଧଳା ଶାଢ଼ିରେ ଖୁବ୍ ହଟ୍ ଦେଖାଯାଉଛନ୍ତି।” ଆଉ ଜଣେ ଏ ଫଟୋ ଦେଖି ତାଙ୍କୁ ବାହା ହେବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ଜାହ୍ନବୀ ଆପଣ ମୋତେ ବାହା ହେବ କି?”

View this post on Instagram

🙃

A post shared by Janhvi Kapoor (@janhvikapoor) on

କେହି କେହି ଏହି ଫଟୋକୁ ଦେଖି ଜାହ୍ନବୀଙ୍କ ମା’ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି। ‘ଚାନ୍ଦ୍‌ନୀ’ ଫିଲ୍ମରେ ଶ୍ରୀଦେବୀ ଧଳା ଶାଢ଼ୀ ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଉଥିଲେ।

ଦୀପାବଳି ପର ଦିନ ଜାହ୍ନବୀଙ୍କ ପରିବାର ପକ୍ଷରୁ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ସେ ଏହି ଶାଢ଼ି ପିନ୍ଧିଥିଲେ। ତାଙ୍କୁ ଏହି ଶାଢ଼ିରେ ଦେଖି ତାଙ୍କ ଭଉଣୀ ତଥା ଅଭିନେତ୍ରୀ ସୋନମ କପୁର ମଧ୍ୟ ବେଶ୍ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ଆଗକୁ ଜାହ୍ନବୀଙ୍କୁ ‘ରୁହିଅଫ୍‌ଜା’, ‘କାରଗିଲ୍ ଗର୍ଲ’ ଓ ‘ଦୋସ୍ତାନା ୨’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story