ଜାତୀୟ ଚଳଚିତ୍ର ପୁରସ୍କାର: ‘କଡ୍‌ବି ହାୱା’ ପାଇଁ ନୀଳମାଧବ ପଣ୍ଡା ମନୋନୀତ

ଭୁବନେଶ୍ୱର: ଆଜି ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ମିଳିବ ଜାତୀୟ ପୁରସ୍କାର। ହିନ୍ଦୀ ଫିଲ୍ମ ‘କଡ୍‌ବି ହାୱା’ ପାଇଁ ସ୍ପେଶାଲ ମେନସନ ପୁରସ୍କାର ପାଇବେ ନୀଳମାଧବ। ସେହିପରି ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଏହି ସିନେମା ପାଇଁ ସ୍ପେଶାଲ ମେନସନ ପୁରସ୍କାର ପାଇବେ।

Panda

Rakesh Mallick
  • Published: Friday, 07 April 2017
  • , Updated: 07 April 2017, 05:06 PM IST

ଭୁବନେଶ୍ୱର: ଆଜି ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ମିଳିବ ଜାତୀୟ ପୁରସ୍କାର। ହିନ୍ଦୀ ଫିଲ୍ମ ‘କଡ୍‌ବି ହାୱା’ ପାଇଁ ସ୍ପେଶାଲ ମେନସନ ପୁରସ୍କାର ପାଇବେ ନୀଳମାଧବ।

ସେହିପରି ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଏହି ସିନେମା ପାଇଁ ସ୍ପେଶାଲ ମେନସନ ପୁରସ୍କାର ପାଇବେ।

Related story