ଅମିତାଭଙ୍କ ଜୀବନରୁ ରେଖାଙ୍କୁ କେମିତି ହଟାଇଥିଲେ ଜୟା?

ମୁମ୍ବାଇ: ଜୟା ବଚ୍ଚନଙ୍କୁ ପରଫେକ୍ଟ ପତ୍ନୀ ବୋଲି କହିଲେ ଭୁଲ୍ ହେବ ନାହିଁ। ଆଜିର ଯୁଗରେ ସ୍ୱାମୀଙ୍କ ଏକ୍ସଟ୍ରା ମେରିଟଲ୍ ଆଫେୟର ସଂପର୍କରେ ଶୁଣିଲା ମାତ୍ରେ ସ୍ତ୍ରୀମାନେ ନିଆଁପିଣ୍ଡୁଳା ପାଲଟି ଯାଉଛନ୍ତି। ସ୍ୱାମୀଙ୍କ ସହ ଖୁବ୍ ଝଗଡ଼ା ବି କରୁଛନ୍ତି। ଏପରିକି କଥା ବିବାହ ବିଚ୍ଛେଦ ପର୍ଯ୍ୟନ୍ତ ଚାଲି ଯାଉଛି। କିନ୍ତୁ ଜୟା ଏପରି କରି ନଥିଲେ। ସେ ଅମିତାଭ ବଚ୍ଚନଙ୍କ ଏକ୍ସଟ୍ରା ମେରିଟଲ ଆଫେୟର ସଂପର୍କରେ ଜାଣିବା ପରେ ରାଗି ଯାଇ ନଥିଲେ। ସେ ଶାନ୍ତ […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 01:00 PM IST

ମୁମ୍ବାଇ: ଜୟା ବଚ୍ଚନଙ୍କୁ ପରଫେକ୍ଟ ପତ୍ନୀ ବୋଲି କହିଲେ ଭୁଲ୍ ହେବ ନାହିଁ। ଆଜିର ଯୁଗରେ ସ୍ୱାମୀଙ୍କ ଏକ୍ସଟ୍ରା ମେରିଟଲ୍ ଆଫେୟର ସଂପର୍କରେ ଶୁଣିଲା ମାତ୍ରେ ସ୍ତ୍ରୀମାନେ ନିଆଁପିଣ୍ଡୁଳା ପାଲଟି ଯାଉଛନ୍ତି। ସ୍ୱାମୀଙ୍କ ସହ ଖୁବ୍ ଝଗଡ଼ା ବି କରୁଛନ୍ତି। ଏପରିକି କଥା ବିବାହ ବିଚ୍ଛେଦ ପର୍ଯ୍ୟନ୍ତ ଚାଲି ଯାଉଛି। କିନ୍ତୁ ଜୟା ଏପରି କରି ନଥିଲେ। ସେ ଅମିତାଭ ବଚ୍ଚନଙ୍କ ଏକ୍ସଟ୍ରା ମେରିଟଲ ଆଫେୟର ସଂପର୍କରେ ଜାଣିବା ପରେ ରାଗି ଯାଇ ନଥିଲେ। ସେ ଶାନ୍ତ ରହି ସବୁ କଥା ଶୁଣିଥିଲେ। ତା’ପରେ ଅତି ସହଜରେ ସେ ଅମିତାଭ ଓ ତାଙ୍କ ଜୀବନ ମଧ୍ୟକୁ ପଶି ଆସିଥିବା ରେଖାଙ୍କୁ ହଟାଇ ଦେଇଥିଲେ।

[caption id="attachment_160974" align="aligncenter" width="640"]jaya ଫାଇଲ୍‌ ଫଟୋ[/caption]

ଜୟା-ରେଖା ଡିନର

ଘଟଣାଟି ଏହି  ପରି। ଦିନେ ଅମିତାଭ ଫିଲ୍ମ ସୁଟିଂ ପାଇଁ ମୁମ୍ବାଇ ବାହାରେ ଥିଲେ। ସେହି ଦିନ ରେଖାଙ୍କୁ ଜୟା ଫୋନ୍ କଲେ ଓ ଆଦରର ସହିତ ଡିନର ପାଇଁ ଆମନ୍ତ୍ରଣ କଲେ। ରେଖା ମନେ ମନେ ଭାବୁଥିଲେ ଜୟା ତାଙ୍କୁ  ଅପମାନିତ  କରିବା ପାଇଁ ଡାକିଛନ୍ତି। ତଥାପି ରାତିରେ ସେ ଜୟାଙ୍କ ଘରେ ପହଞ୍ଚିଲେ। ଜୟା ତାଙ୍କୁ ଘର ଭିତରକୁ ପାଛୋଟି ନେଇଥିଲେ ଓ  ଅନେକ ସମୟ ଧରି ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। କଥାବାର୍ତ୍ତା ବେଳେ ସେ ଅମିତାଭଙ୍କ ବିଷୟରେ ଆଦୌ କିଛି କହି ନଥିଲେ। ଏହା ରେଖାକୁ ଆଶ୍ଚର୍ଯ୍ୟ କରିଥିଲା। ଜୟା ତାଙ୍କୁ ଘରର ଇଣ୍ଟେରିୟର ଡିଜାଇନ୍ ବୁଲାଇ ଦେଖାଇଥିଲେ ଓ ପରେ ଦୁହେଁ ଏକାଠି ଖାଇଥିଲେ।

ଡିନର ପରେ ଜୟା କହି ଦେଲେ ମଞ୍ଜି କଥା

ଆତିଥ୍ୟରେ ଆଦୌ ଅବହେଳା କରି ନଥିଲେ ଜୟା। ତେବେ ରେଖାଙ୍କୁ ବିଦାୟ ଦେବା ବେଳେ ସେ କହି ଦେଇଥିଲେ ମଞ୍ଜି କଥାଟି। ଜୟା କାହିଁକି ତାଙ୍କୁ ଘରକୁ ଡାକିଥିଲେ ତାହା ଏତେ ବେଳେକେ ଜାଣିପାରିଲେ ରେଖା। ଜୟା କହିଥିଲେ,“ଯାହା ବି ହୋଇଯାଉ ମୁଁ ଅମିତଙ୍କୁ ଛାଡ଼ିବି ନାହିଁ।” ଏହା ଶୁଣି ରେଖାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

ଜୟା ଓ ରେଖା ଏକାଠି ଡିନର କରିବା ଖବର ତା’ପର ଦିନ ଖବର କାଗଜଗୁଡ଼ିକରେ ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଅନେକ ଆକଳନ କରାଗଲା। କିନ୍ତୁ ଜୟା କିଛି କହି ନଥିଲେ କି ରେଖା ମଧ୍ୟ ମୁହଁ ଖୋଲି ନଥିଲେ।

ଏହି ଡିନର ଡେଟ୍‌ ପରେ ଅମିତାଭଙ୍କ ଜୀବନ ବଦଳି ଗଲା। ସେ ରେଖାଙ୍କ ଠାରୁ ଦୂରେଇ ଗଲେ। ସେ ଜାଣି ସାରିଥିଲେ ରେଖାଙ୍କ ସହିତ ତାଙ୍କର ସଂପର୍କ ବିଷୟରେ ଜୟାଙ୍କୁ ଖବର ମିଳି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story