ଏହି ରହସ୍ୟମୟୀ ଯୁବତୀଙ୍କ ପାଇଁ ହୋଇଥିଲା ଜନ୍‌-ବିପାଶାଙ୍କ ବ୍ରେକ୍‌ଅପ୍

ମୁମ୍ବାଇ:ଜନ୍‌ ଆବ୍ରାହମ୍‌ ଓ ବିପାଶାଙ୍କୁ ଏକାଠି ଦେଖିବାକୁ କାହାକୁ ବା ଭଲ ନ ଲାଗେ। ଦିନ ଥିଲା ଏହି ଯୋଡ଼ି ସାରା ଦେଶରେ ଯୁବକଯୁବତୀଙ୍କ ଦୃଦୟରେ ରାଜ୍‌ କରୁଥିଲେ। କେବଳ ରିଲ୍‌ ରାଇଫ୍‌ରେ ନୁହେଁ, ରିୟଲ ଲାଇଫ୍‌ରେ ସେମାନେ ଥିଲେ ଲଭ୍‌ ବାର୍ଡ। ହେଲେ ସମୟ ଆସିଲା ଏମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସେମାନଙ୍କ ଏହି ବ୍ରେକ୍‌ଅପ୍‌କୁ ନେଇ ବହୁ ସମୟରେ ବହୁତ କଥା ଶୁଣିବାକୁ ମିଳେ। ତେବେ ଏହି ସମ୍ପର୍କରେ ଫାଟ ପଛରେ ଥିଲେ ଜଣେ […]

bipasha

bipasha

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 03:41 PM IST

Sports

Latest News

ମୁମ୍ବାଇ:ଜନ୍‌ ଆବ୍ରାହମ୍‌ ଓ ବିପାଶାଙ୍କୁ ଏକାଠି ଦେଖିବାକୁ କାହାକୁ ବା ଭଲ ନ ଲାଗେ। ଦିନ ଥିଲା ଏହି ଯୋଡ଼ି ସାରା ଦେଶରେ ଯୁବକଯୁବତୀଙ୍କ ଦୃଦୟରେ ରାଜ୍‌ କରୁଥିଲେ। କେବଳ ରିଲ୍‌ ରାଇଫ୍‌ରେ ନୁହେଁ, ରିୟଲ ଲାଇଫ୍‌ରେ ସେମାନେ ଥିଲେ ଲଭ୍‌ ବାର୍ଡ। ହେଲେ ସମୟ ଆସିଲା ଏମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସେମାନଙ୍କ ଏହି ବ୍ରେକ୍‌ଅପ୍‌କୁ ନେଇ ବହୁ ସମୟରେ ବହୁତ କଥା ଶୁଣିବାକୁ ମିଳେ। ତେବେ ଏହି ସମ୍ପର୍କରେ ଫାଟ ପଛରେ ଥିଲେ ଜଣେ ମହିଳା ଏନ୍‌ଆର୍‌ଆଇ।

ଆଜ୍ଞା ହଁ ଆମେ କହୁଛୁ ଜନ୍‌ଙ୍କ ପତ୍ନୀ ପ୍ରିୟା ରନ୍‌ଚଲ୍‌ଙ୍କ ସମ୍ପର୍କରେ। ବିପାଶାଙ୍କ ସହ ୯ ବର୍ଷ ପରେ ହଠାତ୍‌ ଶୁଣିବାକୁ ମିଳିଥିଲା ଜନ୍‌ ପ୍ରିୟାଙ୍କୁ ବିବାହ କରିଦେଇଛନ୍ତି। ଏହି ଖବର ପୂରା ବଲିଉଡକୁ ଚକିତ କରି ଦେଇଥିଲା। ବିପାଶା ମଧ୍ୟ ନିଜେ ଏହି ଖବର ଶୁଣି ହତବାକ୍‌ ହୋଇଯାଇଥିଲେ।

ଜନ୍‌ ଓ ପ୍ରିୟାଙ୍କ ପ୍ରଥମ ଦେଖା ୨୦୧୦ରେ ଏକ ଜିମ୍‌ରେ ହୋଇଥିଲା। ଯେଉଁଠି ଜନ୍‌ଙ୍କ ସହ ପ୍ରିୟା ମଧ୍ୟ ବ୍ୟାୟାମ କରୁଥିଲେ। ଏହି ସମୟରେ ଜନ୍‌ ଓ ପ୍ରିୟା ନିକଟତର ହୋଇଥିଲେ। ହେଲେ ବିପାଶାଙ୍କୁ ଏନେଇ କିଛି ବି ସୂଚନା ମିଳି ନ ଥିଲା। ପ୍ରିୟା ସେ ସମୟରେ ମୁମ୍ବାଇରେ ୱାଲ୍ଡ ବ୍ୟାଙ୍କ ପାଇଁ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story