‘ଜଲି ଏଲଏଲବି୨’ର ନୂଆ ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ  ‘ଜଲି ଏଲଏଲବି୨’ର ଆଉ ଏକ ନୂଆ ଟ୍ରେଲର ଆଜି  ରିଲିଜ  ହୋଇଛି।   ଏଥିରେ ଅକ୍ଷୟ କୁମାରଙ୍କୁ ଜଣେ ଓକିଲ ଭୂମିକାରେ ଦେଖିବାକୁ ମିଳିବ। ନୂଆ ଟ୍ରେଲର ରିଲିଜ୍‌ ହୋଇଥିବା ନେଇ ଅକ୍ଷୟ କୁମାର  ଟ୍ୱିଟ୍‌ କରି କହିଛନ୍ତି। ‘ଜଲି ଏଲଏଲବି୨’ର ପ୍ରଥମ ଟ୍ରେଲର ରିଲିଜ୍‌ ହୋଇସାରିଛି।  ସୋସିଆଲ ମିଡିଆରେ ଏହାକୁ ଭଲ ସଫଳତା ମିଳିଥିଲା। ଏହି ଫିଲ୍ମ ୧୦ ଫେବୃଆରୀରେ ରିଲିଜ୍‌ ହେବ।

akshay-kumars-jolly-llb-2-

Rakesh Mallick
  • Published: Monday, 23 January 2017
  • , Updated: 23 January 2017, 04:59 PM IST

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ  ‘ଜଲି ଏଲଏଲବି୨’ର ଆଉ ଏକ ନୂଆ ଟ୍ରେଲର ଆଜି  ରିଲିଜ  ହୋଇଛି।   ଏଥିରେ ଅକ୍ଷୟ କୁମାରଙ୍କୁ ଜଣେ ଓକିଲ ଭୂମିକାରେ ଦେଖିବାକୁ ମିଳିବ। ନୂଆ ଟ୍ରେଲର ରିଲିଜ୍‌ ହୋଇଥିବା ନେଇ ଅକ୍ଷୟ କୁମାର  ଟ୍ୱିଟ୍‌ କରି କହିଛନ୍ତି।

‘ଜଲି ଏଲଏଲବି୨’ର ପ୍ରଥମ ଟ୍ରେଲର ରିଲିଜ୍‌ ହୋଇସାରିଛି।  ସୋସିଆଲ ମିଡିଆରେ ଏହାକୁ ଭଲ ସଫଳତା ମିଳିଥିଲା।

ଏହି ଫିଲ୍ମ ୧୦ ଫେବୃଆରୀରେ ରିଲିଜ୍‌ ହେବ।

Related story