‘ଜୁଡୱା-୨’ର ଗୁରୁଚଣ୍ଡାଳ ଦୋଷ: ଜାଣନ୍ତୁ କେଉଁଠି ଭୁଲ କରିଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ବରୁଣ ଧୱନଙ୍କ ‘ଜୁଡୁୱା-୨’ ପ୍ରଥମ ଦିନରେ କମାଲ ଦେଖେଇ ୧୬.୧୦ କୋଟି ଟଙ୍କା ରୋଜଗାର କରିଛି। ଦୁର୍ବଳ କାହାଣୀ ସତ୍ତ୍ୱେ ହାଲକା ଫୁଲକା କମେଡି ପାଇଁ ଏହା ପ୍ରଥମ ଦିନରେ ଭଲ ରୋଜଗାର କରିଛି। ୧୯୯୭ ମସିହାରେ ଭାଇଜାନ ଅଭିନୀତ ‘ଜୁଡୱା’ର ଏହା ରିମେକ୍‌ ହୋଇଥିଲେ ମଧ୍ୟ ନିର୍ଦ୍ଦେଶକ ସେହି ପୁରୁଣା ଢଙ୍ଗରେ ଉପସ୍ଥାପନ କରିଛନ୍ତି। ଏଥିରେ ଡେଭିଡ ଧୱନ ଛୋଟ ଛୋଟ ଭୁଲ ବହୁତ କରିଛନ୍ତି। ଯାହା ପରଦାରେ ସ୍ପଷ୍ଟ ବାରି ହୋଇଯାଉଛି। ଆସନ୍ତୁ ଜାଣିବା […]

judwaa-2

judwaa-2

Rakesh Mallick
  • Published: Monday, 02 October 2017
  • Updated: 02 October 2017, 12:28 PM IST

Sports

Latest News

ମୁମ୍ବାଇବରୁଣ ଧୱନଙ୍କ ‘ଜୁଡୁୱା-୨’ ପ୍ରଥମ ଦିନରେ କମାଲ ଦେଖେଇ ୧୬.୧୦ କୋଟି ଟଙ୍କା ରୋଜଗାର କରିଛି। ଦୁର୍ବଳ କାହାଣୀ ସତ୍ତ୍ୱେ ହାଲକା ଫୁଲକା କମେଡି ପାଇଁ ଏହା ପ୍ରଥମ ଦିନରେ ଭଲ ରୋଜଗାର କରିଛି। ୧୯୯୭ ମସିହାରେ ଭାଇଜାନ ଅଭିନୀତ ‘ଜୁଡୱା’ର ଏହା ରିମେକ୍‌ ହୋଇଥିଲେ ମଧ୍ୟ ନିର୍ଦ୍ଦେଶକ ସେହି ପୁରୁଣା ଢଙ୍ଗରେ ଉପସ୍ଥାପନ କରିଛନ୍ତି। ଏଥିରେ ଡେଭିଡ ଧୱନ ଛୋଟ ଛୋଟ ଭୁଲ ବହୁତ କରିଛନ୍ତି। ଯାହା ପରଦାରେ ସ୍ପଷ୍ଟ ବାରି ହୋଇଯାଉଛି। ଆସନ୍ତୁ ଜାଣିବା ଏପରି କିଛି ସିଲି ମିଷ୍ଟକ ସମ୍ପର୍କରେ।

୧. ବରୁଣ ଧୱନଙ୍କ ମା’ ପ୍ରେଗନେଣ୍ଟ ଥିବା ସମୟରେ ଯେଉଁ ଭାବେ ତାଙ୍କୁ ପ୍ରଦର୍ଶନ କରାଯାଇଛି ଦେଖିଲେ ହସ ଲାଗୁଛି। କାରଣ ତାଙ୍କୁ କୁତ୍ରିମ ଉପାୟ ତଥା ଡ୍ରେସ ତଳେ ଲୁଗା ପୂରାଇ ଗର୍ଭବତୀର ରୂପ ଦିଆଯାଇଥିଲା। ଏହାକୁ ଠିକ ଭାବେ ଉପସ୍ଥାପନ କରାଯାଇନାହିଁ। ଯାହା ପରଦାରେ ବାରିହୋଇ ପଡୁଛି।

୨. ବରୁଣ ଧୱନ ଡାକ୍ତର ଅଲ୍ଲୀ ଅସଗରଙ୍କ ସହ କଥା ହେଉଥିଲେ। ଅନ୍ୟପଟରେ ଆଉ ଏକ ବରୁଣ ଫାଇଟ କରୁଥିଲେ। ଏହି ସମୟରେ (ରାଜା) ବରୁଣ କାହାକୁ ଟକ୍କର ମାରୁଥିବା ସମୟରେ ଅନ୍ୟ ବରୁଣ (ପ୍ରେମ) ମଧ୍ୟ ଡାକ୍ତରଙ୍କୁ ଟକ୍କର ମାରୁଛି। ସ୍ପଷ୍ଟ ଜଣାପଡୁଛି ବରୁଣ ଡାକ୍ତରଙ୍କ ମୁଣ୍ଡକୁ ମୁଣ୍ଡ ନ ମାରି ସାଇଡରୁ ନିଜ ମୁଣ୍ଡ ଖସେଇ ନେଇଯାଉଛନ୍ତି।

୩. ବରୁଣ ଧୱନ ପକ୍ଷେ ଡବଲ ରୋଲ କରିବା ବହୁତ କାଠିକର ପାଠ। ଏହା ଫିଲ୍ମରୁ ଜଣାପଡି ଯାଉଛି। କାରଣ ତାଙ୍କ ଏକ୍ସପ୍ରେସନ ଓ ଚାହାଣୀ ଅନ୍ୟ ବରୁଣଙ୍କ ଉପରେ ଫୋକସ୍‌ କରୁନାହିଁ।

୪. ଗୋଟେ ସିନ୍‌ରେ ବରୁଣ ଗୁଣ୍ଡାଙ୍କଠାରୁ ବଞ୍ଚି ଡାକ୍ତରଙ୍କ ସାଇକେଲ ନେଇ ଦୌଡୁଥିବାର ଦୃଶ୍ୟ ରହିଛି। ଏହି ସିନ୍‌ର ପରବର୍ତ୍ତି ସିନ୍‌ରେ ତାଙ୍କୁ ମୁଣ୍ଡରେ ହେଲମେଟ ଥିବା ନଜରକୁ ଆସୁଛି। ଗୁଣ୍ଡାଙ୍କଠାରୁ ବଞ୍ଚି ଦୌଡୁଥିବା ବେଳେ ସେ କେଉଁଠୁ ସମୟ ପାଇଲେ ହେଲମେଟ ପିନ୍ଧିବାକୁ ତାହା ଦର୍ଶକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story