‘ଜୁଡୱା’ର ୨୦ ବର୍ଷ ପୂର୍ତ୍ତିରେ ରିଲିଜ ହେଲା ‘ଜୁଡୱା-୨’ର ପୋଷ୍ଟର

ମୁମ୍ବାଇ: ୧୯୯୭ ଆଜିର ଦିନରେ ରିଲିଜ ହୋଇଥିବା ‘ଜୁଡୱା’କୁ ୨୦ବର୍ଷ ପୂରଣ ହୋଇଛି। ଏହି ଅବସରରେ ଡେଭିଡ୍‌ ଧାୱନ୍‌ ଓ ସାଜିଦ୍‌ ନାଦିଆଦ୍‌ୱାଲା ମିଳିତ ଭାବେ ଏହାର ସିକ୍ୱେଲ ‘ଜୁଡୱା-୨’ ପୋଷ୍ଟର ରିଲିଜ କରିଛନ୍ତି। ଏହି ପୋଷ୍ଟରରେ ବରୁନ୍‌ ଧାୱନ୍‌ଙ୍କୁ ଦୁଇଟି ଚରିତ୍ର ‘ପ୍ରେମ୍‌’ ଓ ‘ରାଜା’କୁ ଦେଖିବାକୁ ମିଳୁଛି। ଫିଲ୍ମରେ ବରୁନ୍‌ଙ୍କ ସହିତ ତାପସୀ ପନ୍ନୁ ଓ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଛନ୍ତି। ‘ଜୁଡୱା-୨’ରେ ‘ଜୁଡୱା’ର ଦୁଇଟି ଗୀତ ‘ଆତି ହେ କ୍ୟା ୯ ସେ ୧୨’ […]

judwaa2

Rakesh Mallick
  • Published: Tuesday, 07 February 2017
  • , Updated: 07 February 2017, 04:03 PM IST

ମୁମ୍ବାଇ: ୧୯୯୭ ଆଜିର ଦିନରେ ରିଲିଜ ହୋଇଥିବା ‘ଜୁଡୱା’କୁ ୨୦ବର୍ଷ ପୂରଣ ହୋଇଛି। ଏହି ଅବସରରେ ଡେଭିଡ୍‌ ଧାୱନ୍‌ ଓ ସାଜିଦ୍‌ ନାଦିଆଦ୍‌ୱାଲା ମିଳିତ ଭାବେ ଏହାର ସିକ୍ୱେଲ ‘ଜୁଡୱା-୨’ ପୋଷ୍ଟର ରିଲିଜ କରିଛନ୍ତି।

ଏହି ପୋଷ୍ଟରରେ ବରୁନ୍‌ ଧାୱନ୍‌ଙ୍କୁ ଦୁଇଟି ଚରିତ୍ର ‘ପ୍ରେମ୍‌’ ଓ ‘ରାଜା’କୁ ଦେଖିବାକୁ ମିଳୁଛି। ଫିଲ୍ମରେ ବରୁନ୍‌ଙ୍କ ସହିତ ତାପସୀ ପନ୍ନୁ ଓ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଛନ୍ତି। ‘ଜୁଡୱା-୨’ରେ ‘ଜୁଡୱା’ର ଦୁଇଟି ଗୀତ ‘ଆତି ହେ କ୍ୟା ୯ ସେ ୧୨’ ଓ ‘ଉଞ୍ଚି ହେ ବିଲଡିଂ’ ରହିଛି।

‘ଜୁଡୱା’ରେ ସଲମାନ ଖାନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଚରିତ୍ରରେ ରମ୍ଭା ଓ କରୀଶ୍ମା କପୁର ନଜର ଆସିଥିଲେ।

Related story