ଜୁନ୍ ୧୭ରେ ରିଲିଜ୍ ହେବ ପୁଲକିତ୍ ଶର୍ମା ଓ ୟାମି ଗୌତମ ଷ୍ଟାରର୍ ଫିଲ୍ମ ‘ଜୁନୁନିୟତ୍’

ମୁମ୍ୱାଇ: ପୁଲକିତ୍ ଶର୍ମା ଓ ୟାମି ଗୌତମ ଷ୍ଟାରର୍ ଫିଲ୍ମ ‘ଜୁନୁନିୟତ୍’ର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି। ଜୁନ୍ ୨୪ରେ ଫିଲ୍ମଟି ରିଲିଜ୍ ହେବାର ଥିଲା ଏବେ କିନ୍ତୁ ଏହା ୧୭ ଜୁନ୍‌ରେ ପରଦାକୁ ଆସିବ। ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, “ ଫିଲ୍ମର ଗୀତ ଗୁଡିକ ଫିଲ୍ମ ରିଲିଜ୍ ପୂର୍ବରୁ ଦର୍ଶକଙ୍କ ମନ ଛୁଇଁ ପାରିଛି।  ଫିଲ୍ମକୁ ନେଇ ସମସ୍ତେ ବେଶ୍  ଉତ୍ସାହିତ। ତେଣୁ ଆମେ ଏହା ପୂର୍ବରୁ ଫିଲ୍ମଟି ରିଲିଜ୍‌ କରିବାକୁ ଚାହିଁଲୁ।”

ସେ ଆହୁରି କହିଛନ୍ତି, “ ଫିଲ୍ମଟିକୁ ସମୟ ପୂର୍ବରୁ ରିଲିଜ୍ କରିବା ଦ୍ୱାରା ନିର୍ମାତାଙ୍କ ଫିଲ୍ମ ପ୍ରତି ଥିବା ଆତ୍ମବଶ୍ୱାସ  ସମ୍ପର୍କରେ ଜଣାପଡ଼ିଥାଏ।  ସେନ୍‌ସର୍ ବୋର୍ଡ ଆମକୁ ‘ୟୁ ସାଟିଫିକେଟ୍’ ଦେଇଛନ୍ତି।  ଏଇଭଳି ଫିଲ୍ମ ଅଧିକାଂଶ ନିର୍ଦ୍ଦେଶକ ନିର୍ମାଣ କରନ୍ତୁ ବୋଲି ସେନସର୍ ବୋର୍ଡ କହିଛି।”

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ପରଲୋକରେ ଲୋକପ୍ରିୟ ଆମେରିକାନ୍‌ କମେଡିଆନ୍ କାର୍ଲ ରିନର୍‌

ଟେଲିଭିଜନ୍ ଅଭିନେତ୍ରୀଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ନେପୋଟିଜମ୍‌ ପାଇଁ ହାତରୁ ଚାଲିଯାଇଥିଲା ଫିଲ୍ମ, ରାତି ସାରା କାନ୍ଦିଥିଲେ ପିସି

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି; ୫୫୦ ପରିବାରକୁ ଖାଇବାକୁ ଦେବେ ଭୂମି

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଭେଟିଲେ ଅର୍ଚ୍ଚିତା

ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍