ମୁମ୍ବାଇରେ ଜଷ୍ଟିନ୍‌ ଜର: ଝୁମିବେ ୪୫ ହଜାର ଦର୍ଶକ

ମୁମ୍ବାଇ: ମୁମ୍ବାଇରେ ଅନ୍ତର୍ଜାତୀୟ ପପ୍‌ ସିଙ୍ଗର ଜଷ୍ଟିନ୍‌ ବିବର।  ସଙ୍ଗୀତର ଯାଦୁ ଦେଖାଇବା ପାଇଁ  ସେ ଏଠି ପହଞ୍ଚିଛନ୍ତି। କାନାଡ଼ିଆନ୍‌ ସିଙ୍ଗର ବିବର ଗତକାଲି ରାତି ୧ଟା୩୦ରେ କାଲିନା ବିମାନବନ୍ଦରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିବା କରିବା ପାଇଁ  ତାଙ୍କ ଫ୍ୟାନ୍‌ଙ୍କ ଭିଡ଼ ହୋଇଥିଲା। ବିବରଙ୍କ ଲାଇଭ୍‌ ଶୋ’ ଦେଖିବା ପାଇଁ ଷ୍ଟାଡିୟମରେ ୪୫ ହଜାରୁ ଅଧିକ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମୁମ୍ବାଇ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ୨୫ ବରିଷ୍ଠ […]

justin-bieber

Rakesh Mallick
  • Published: Wednesday, 10 May 2017
  • , Updated: 10 May 2017, 01:38 PM IST

ମୁମ୍ବାଇ: ମୁମ୍ବାଇରେ ଅନ୍ତର୍ଜାତୀୟ ପପ୍‌ ସିଙ୍ଗର ଜଷ୍ଟିନ୍‌ ବିବର।  ସଙ୍ଗୀତର ଯାଦୁ ଦେଖାଇବା ପାଇଁ  ସେ ଏଠି ପହଞ୍ଚିଛନ୍ତି। କାନାଡ଼ିଆନ୍‌ ସିଙ୍ଗର ବିବର ଗତକାଲି ରାତି ୧ଟା୩୦ରେ କାଲିନା ବିମାନବନ୍ଦରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିବା କରିବା ପାଇଁ  ତାଙ୍କ ଫ୍ୟାନ୍‌ଙ୍କ ଭିଡ଼ ହୋଇଥିଲା।

ବିବରଙ୍କ ଲାଇଭ୍‌ ଶୋ’ ଦେଖିବା ପାଇଁ ଷ୍ଟାଡିୟମରେ ୪୫ ହଜାରୁ ଅଧିକ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମୁମ୍ବାଇ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ୨୫ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୫୦୦ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

ଜିଷ୍ଟନ୍‌ ବିବରଙ୍କ କାର୍ଯ୍ୟକ୍ରମ ପୂବାହ୍ନ ୧୧ଟାରୁ ଆରମ୍ଭ ହୋଇ ରାତିଟା ୧୦ଟା ପର୍ଯ୍ୟନ୍ତ ଚାଲିବ । କିନ୍ତୁ ରାତି ୮ଟାରେ ବିବର ଷ୍ଟେଜ୍‌କୁ ଆସିବେ।

ସୌଜନ୍ୟ –ଟାଇମ୍ସ ଅଫ୍‌ ଇଣ୍ଡିଆ

ଫଟୋ- ଟାଇମ୍ସ ଅଫ୍‌ ଇଣ୍ଡିଆ

Related story