‘କାନ୍’ ଫେଷ୍ଟିଭାଲ୍‌ ପ୍ୟାନେଲ ଚର୍ଚ୍ଚାର ନେତୃତ୍ୱ ନେବେ ‘ବାହୁବଳି’ ଟିମ୍‌

ମୁମ୍ୱାଇ:  ‘କାନ୍’  ଫିଲ୍ମ ଫେଷ୍ଟିଭାଲ୍‌ରେ ‘ବାହୁବଳି ଦ ବିଗିନିଙ୍ଗ’ର ନିର୍ଦ୍ଦେଶକ  ଏସ୍.ଏସ୍‌. ରାଜାମୌଲି  ଓ ନିର୍ମାତା ପ୍ୟାନେଲ୍‌ ଚର୍ଚ୍ଚାର ନେତୃତ୍ୱ ନେବେ। ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ୧୧ରୁ ୨୨ମେ’ ଯାଏଁ ଏହି ଫିଲ୍ମ ଫେଷ୍ଟିଭାଲ୍ ଆୟୋଜିତ ହେବ। ୧୬ ମେ’ରେ ଏହି ପ୍ୟାନେଲ୍ ଚର୍ଚ୍ଚା ଅନୁଷ୍ଠିତ ହେବ। ଫିଲ୍ମ ‘ବାହୁବଳି  ଦ ବିଗିନିଙ୍ଗ’  ବକ୍ସ ଅଫିସରେ ଭଲ ଆୟ କରିଛି।

baahubali

baahubali

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 09:28 AM IST

Sports

Latest News

ମୁମ୍ୱାଇ:  ‘କାନ୍’  ଫିଲ୍ମ ଫେଷ୍ଟିଭାଲ୍‌ରେ ‘ବାହୁବଳି ଦ ବିଗିନିଙ୍ଗ’ର ନିର୍ଦ୍ଦେଶକ  ଏସ୍.ଏସ୍‌. ରାଜାମୌଲି  ଓ ନିର୍ମାତା ପ୍ୟାନେଲ୍‌ ଚର୍ଚ୍ଚାର ନେତୃତ୍ୱ ନେବେ। ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

୧୧ରୁ ୨୨ମେ’ ଯାଏଁ ଏହି ଫିଲ୍ମ ଫେଷ୍ଟିଭାଲ୍ ଆୟୋଜିତ ହେବ। ୧୬ ମେ’ରେ ଏହି ପ୍ୟାନେଲ୍ ଚର୍ଚ୍ଚା ଅନୁଷ୍ଠିତ ହେବ।

ଫିଲ୍ମ ‘ବାହୁବଳି  ଦ ବିଗିନିଙ୍ଗ’  ବକ୍ସ ଅଫିସରେ ଭଲ ଆୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos