‘କାବୀଲ’ର ସ୍କ୍ରିନିଂରେ ଦୁଇ ପିଲାଙ୍କ ସହ ପହଞ୍ଚିଲେ ସୁଜାନ୍‌

ମୁମ୍ବାଇ: ମୁମ୍ବାଇର ପିଭିଆର ହଲ୍‌ରେ ସ୍କ୍ରିନିଂ ହେଲା ହ୍ରିତିକ୍‌ ଓ ୟାମୀ ଗୌତମଙ୍କ ‘କାବୀଲ’। ଏହାକୁ ଦେଖିବା ପାଇଁ ସୁଜାନ୍‌ ଖାନ୍‌ ନିଜର ଦୁଇ ପିଲାଙ୍କୁ ଧରି ହଲରେ ପହଞ୍ଚିଥିଲେ। ସୁଜାନ୍‌ଙ୍କ ସହ ତାଙ୍କ ଭାଇ ମଧ୍ୟ ଏହି ସ୍କ୍ରିନିଂରେ ଯୋଗ ଦେଇଥିଲେ। ହଲକୁ ସୁଜାନ୍‌ ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧି ଆସିଥିଲେ। ଏହି ସ୍କ୍ରିନିଂ ଅବସରରେ ଫଟୋଗ୍ରାଫର ଡବ୍ୟୁ ରତ୍ନାନୀ, ଶବାନା ଆଜମୀ, ରିଷି କପୁର, ନିତୁ କପୁର, ପ୍ରେମ ଚୋପ୍ରା ଓ ରାକେଶ […]

maxresdefault

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 03:31 PM IST

ମୁମ୍ବାଇ: ମୁମ୍ବାଇର ପିଭିଆର ହଲ୍‌ରେ ସ୍କ୍ରିନିଂ ହେଲା ହ୍ରିତିକ୍‌ ଓ ୟାମୀ ଗୌତମଙ୍କ ‘କାବୀଲ’। ଏହାକୁ ଦେଖିବା ପାଇଁ ସୁଜାନ୍‌ ଖାନ୍‌ ନିଜର ଦୁଇ ପିଲାଙ୍କୁ ଧରି ହଲରେ ପହଞ୍ଚିଥିଲେ। ସୁଜାନ୍‌ଙ୍କ ସହ ତାଙ୍କ ଭାଇ ମଧ୍ୟ ଏହି ସ୍କ୍ରିନିଂରେ ଯୋଗ ଦେଇଥିଲେ। ହଲକୁ ସୁଜାନ୍‌ ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧି ଆସିଥିଲେ।

ଏହି ସ୍କ୍ରିନିଂ ଅବସରରେ ଫଟୋଗ୍ରାଫର ଡବ୍ୟୁ ରତ୍ନାନୀ, ଶବାନା ଆଜମୀ, ରିଷି କପୁର, ନିତୁ କପୁର, ପ୍ରେମ ଚୋପ୍ରା ଓ ରାକେଶ ରୋଶନ୍‌ଙ୍କୁ  ଦେଖାଯାଇଥିଲା।

ସଞ୍ଜୟ ଗୁପ୍ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୨୫ ଜାନୁଆରୀରେ ରିଲିଜ ହେବ।

Related story