କବୀର ଖାନ୍‌ଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ସଲମାନ୍

ମୁମ୍ବାଇ: ସଲମାନଙ୍କ ସହ  ଦୁଇଟି  ହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ ଓ ‘ଏକ୍‌ ଥା ଟାଇଗର’ରେ କବୀର ଖାନ୍‌ କାମ କରିବା ପରେ ପୁଣି ଦବଙ୍ଗ୍ ଷ୍ଟାରଙ୍କ ସହ ଆଗାମୀ ଫିଲ୍ମ  ସୁଟିଂ କରିବାକୁ  ଲଦାଖ୍ ଯାଉଛନ୍ତି। କବୀର ଖାନ କହିଛନ୍ତି, “ଏ ବିଷୟରେ ବେଶୀ କିଛି କହିବି ନାହିଁ।  କିନ୍ତୁ ଏହା ନିଶ୍ଚୟ କହିବି ଯେ  ଜୁଲାଇରେ ଆଗାମୀ ଫିଲ୍ମର ସୁଟିଂ କରିବାକୁ ଆମେ ଲଦାଖ୍  ଯିବୁ। ”  କବୀର ଖାନଙ୍କ ଆଗାମୀ ଫିଲ୍ମ ଭାରତ […]

salmankhan-

salmankhan-

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 05:34 PM IST

Sports

Latest News

ମୁମ୍ବାଇ: ସଲମାନଙ୍କ ସହ  ଦୁଇଟି  ହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ ଓ ‘ଏକ୍‌ ଥା ଟାଇଗର’ରେ କବୀର ଖାନ୍‌ କାମ କରିବା ପରେ ପୁଣି ଦବଙ୍ଗ୍ ଷ୍ଟାରଙ୍କ ସହ ଆଗାମୀ ଫିଲ୍ମ  ସୁଟିଂ କରିବାକୁ  ଲଦାଖ୍ ଯାଉଛନ୍ତି।

କବୀର ଖାନ କହିଛନ୍ତି, “ଏ ବିଷୟରେ ବେଶୀ କିଛି କହିବି ନାହିଁ।  କିନ୍ତୁ ଏହା ନିଶ୍ଚୟ କହିବି ଯେ  ଜୁଲାଇରେ ଆଗାମୀ ଫିଲ୍ମର ସୁଟିଂ କରିବାକୁ ଆମେ ଲଦାଖ୍  ଯିବୁ। ”

 କବୀର ଖାନଙ୍କ ଆଗାମୀ ଫିଲ୍ମ ଭାରତ ଓ ଚୀନ ପୃଷ୍ଠଭୂମିକୁ ନେଇ ହୋଇଛି। କିନ୍ତୁ ଦବଙ୍ଗଷ୍ଟାର  ଫିଲ୍ମ  ‘ସୁଲତାନ’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ଅଲି ଅବ୍ୱାସ୍ ଜାଫରଙ୍କ ନିର୍ଦ୍ଦେଶିତ ‘ସୁଲତାନ’ ଇଦ୍‌ ଅବସରରେ ଜୁଲାଇ ୬ରେ ପରଦାକୁ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story