କାଜଲଙ୍କ ବ୍ଲାଉଜରେ ସୁନେଲି ତାଜମହଲ

ମୁମ୍ବାଇ: ପ୍ରେମର ପ୍ରତୀକ ତାଜମହଲ ନିଜ ସୌନ୍ଦର୍ଯ୍ୟ ପାଇଁ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏହାର ସୌନ୍ଦର୍ଯ୍ୟକୁ ନେଇ ଅନେକ ବର୍ଣ୍ଣନା ରହିଛି। ବହୁ ଲୋକ ତାଜମହଲକୁ ନେଇ ବହୁ କଥା କହିଥାନ୍ତି। ଏବେ ଏଥିରେ ସାମିଲ ହୋଇଛନ୍ତି ବଲିଉଡ ଷ୍ଟାର କାଜଲ। ତେବେ କାଜଲ ‘ତାଜ’ର ସୁନ୍ଦରତାର ବର୍ଣ୍ଣନା ଟିକେ ନିଆରା ଢଙ୍ଗରେ କରିଛନ୍ତି। ଆଗକୁ ପରଦାକୁ ଆସୁଥିବା ସ୍ୱାମୀ ଅଜୟଙ୍କ ଫିଲ୍ମ ‘ଶିବୟା’ର ପ୍ରେସ୍‌ଟୁର ପାଇଁ ଆମେରିକାରେ ଥିବା କାଜଲଙ୍କୁ ଏକ କଳା ରଙ୍ଗର ବ୍ଲାଉଜ […]

kajol

kajol

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 05:30 PM IST

Sports

Latest News

ମୁମ୍ବାଇ: ପ୍ରେମର ପ୍ରତୀକ ତାଜମହଲ ନିଜ ସୌନ୍ଦର୍ଯ୍ୟ ପାଇଁ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏହାର ସୌନ୍ଦର୍ଯ୍ୟକୁ ନେଇ ଅନେକ ବର୍ଣ୍ଣନା ରହିଛି। ବହୁ ଲୋକ ତାଜମହଲକୁ ନେଇ ବହୁ କଥା କହିଥାନ୍ତି। ଏବେ ଏଥିରେ ସାମିଲ ହୋଇଛନ୍ତି ବଲିଉଡ ଷ୍ଟାର କାଜଲ। ତେବେ କାଜଲ ‘ତାଜ’ର ସୁନ୍ଦରତାର ବର୍ଣ୍ଣନା ଟିକେ ନିଆରା ଢଙ୍ଗରେ କରିଛନ୍ତି।

ଆଗକୁ ପରଦାକୁ ଆସୁଥିବା ସ୍ୱାମୀ ଅଜୟଙ୍କ ଫିଲ୍ମ ‘ଶିବୟା’ର ପ୍ରେସ୍‌ଟୁର ପାଇଁ ଆମେରିକାରେ ଥିବା କାଜଲଙ୍କୁ ଏକ କଳା ରଙ୍ଗର ବ୍ଲାଉଜ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ବ୍ଲାଉଜର ବିଶେଷତ୍ୱ ହେଉଛି ଏଥିରେ ସୁନା ସୁତାରେ ଡିଜାଇନ ହୋଇଥିବା ତାଜମହଲ। ଯେ କେହି କାଜଲଙ୍କୁ ଦେଖୁଥିଲା, ତାଜମହଲ ଉପରୁ ନଜର ହଟାଇ ପାରୁ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story