ପ୍ରସାରଭାରତୀ ବୋର୍ଡ଼ରୁ କାଜଲ ବିଦା

ନୂଆଦିଲ୍ଲୀ: ପ୍ରସାରଭାରତୀ ବୋର୍ଡ଼ରୁ ବଲିଉଡ ଅଭିନେତ୍ରୀ  କାଜଲ ମୁଖାର୍ଜୀଙ୍କୁ ବିଦା କରାଯାଇଛି। ନିୟମିତ ଭାବେ ବୋର୍ଡ଼ ମିଟିଂରେ ଉପସ୍ଥିତ ନ ରହିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ  ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫେବୃୟାରୀ ୨0୧୬ରେ ପ୍ରସାରଭାରତୀର ଜଣେ ସଦସ୍ୟଭାବେ କାଜଲଙ୍କୁ ନିଯୁକ୍ତି ମିଳିଥିଲା। ସେବେଠାରୁ ବୋର୍ଡ଼ରେ ହେଉଥିବା ନିୟମିତ ବୈଠକରେ ସେ ଯୋଗଦେଇ ନ ଥିବାରୁ ତାଙ୍କୁ ବାହାର କରି ଦିଆଯାଇଛି।

kajol devgan beautiful (8)

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 06:27 PM IST

Related story