ସମାଜ ଆଗରେ ନିଜକୁ ଉଲ୍ଲଗ୍ନ ମଣିଷ ଭାବେ ଅନୁଭବ କରିଛି: କଙ୍ଗନା

ମୁ‍ମ୍ବାଇ:  ଅଭିନେତ୍ରୀ କଙ୍ଗନା ଓ ଅଭିନେତା ହ୍ରିତିକ୍‌ଙ୍କ ମତଭେଦକୁ ନେଇ ସାର୍ବଜନୀନ କରାଯାଇଥିବା କଙ୍ଗନାଙ୍କ ବ୍ୟକ୍ତଗତ ଚିଠି ଘଟଣା କଙ୍ଗନାଙ୍କୁ ଖୁବ୍‌ ଆଘାତ ଦେଇଥିବା କଥା ସେ କହିଛନ୍ତି। ଏହି ଘଟଣା ସମୟରେ ସମାଜ ଆଗରେ ନିଜକୁ ଏକ ଉଲ୍ଲଗ୍ନ ମଣିଷ ଭଳି ମନେ କରିଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଅନେକ ରାତି ମୁଁ କାନ୍ଦି କାନ୍ଦି କଟାଇଛି। ମୋ ବିଷୟରେ ଲୋକମାନେ ଅନେକ ଖରାପ କଥା କହୁଥିଲେ।  ସାଙ୍ଗମାନଙ୍କ ଗହଣରେ ମୁଁ ଉପହାସିତ […]

ho-gaya-hai-pyar-lyrics-tanu-weds-manu-returns

Rakesh Mallick
  • Published: Sunday, 18 December 2016
  • , Updated: 18 December 2016, 02:23 PM IST

ମୁ‍ମ୍ବାଇ:  ଅଭିନେତ୍ରୀ କଙ୍ଗନା ଓ ଅଭିନେତା ହ୍ରିତିକ୍‌ଙ୍କ ମତଭେଦକୁ ନେଇ ସାର୍ବଜନୀନ କରାଯାଇଥିବା କଙ୍ଗନାଙ୍କ ବ୍ୟକ୍ତଗତ ଚିଠି ଘଟଣା କଙ୍ଗନାଙ୍କୁ ଖୁବ୍‌ ଆଘାତ ଦେଇଥିବା କଥା ସେ କହିଛନ୍ତି। ଏହି ଘଟଣା ସମୟରେ ସମାଜ ଆଗରେ ନିଜକୁ ଏକ ଉଲ୍ଲଗ୍ନ ମଣିଷ ଭଳି ମନେ କରିଥିବା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଅନେକ ରାତି ମୁଁ କାନ୍ଦି କାନ୍ଦି କଟାଇଛି। ମୋ ବିଷୟରେ ଲୋକମାନେ ଅନେକ ଖରାପ କଥା କହୁଥିଲେ।  ସାଙ୍ଗମାନଙ୍କ ଗହଣରେ ମୁଁ ଉପହାସିତ ହୋଇଥିଲି। ଏହା ସତ୍ତ୍ୱେ ମଧ୍ୟ ମୁଁ ଘଟଣାକୁ ଅଧିକ ବଢ଼ାଇବାକୁ ଚାହିଁ ନଥିଲି।”

Related story