ପ୍ରଯୋଜକ ଭାବେ ପ୍ରଥମଥର ପାଇଁ ବଡ଼ ପରଦାକୁ ଆସିବେ କପିଲ

ମୁମ୍ବାଇ: ପଞ୍ଜାବର ଅମୃତସରରୁ ଆସି ଦୀର୍ଘ ସଘଂର୍ଷ ପରେ ଇଣ୍ଡଷ୍ଟ୍ରିରେ ନା କରିଥିବା କମେଡି କିଙ୍ଗ୍ କପିଲ ଶର୍ମା ଖୁବ୍‌ ଶୀଘ୍ର ବଡ଼ ପରଦାରେ ନିଜର ଫିଲ୍ମ ନେଇ ଆସୁଛନ୍ତି। ପିଲ୍ମର ନାମ ହେଉଛି  ‘ଫିରଙ୍ଗୀ’। ତେବେ ଏହାକୁ ନେଇ ସେ ଅନେକ ସମୟରେ ନିଜର କମେଡି ଶୋରେ ଆଲୋଚନା କରିଥିବା ଶୁଣିବାକୁ ମିଳିଛି। ହେଲେ ଅଭିନୟ ସହ ପ୍ରଯୋଜକ ଭାବେ ସେ ଏହି ଫିଲ୍ମ ନେଇ ଆସୁଛନ୍ତି ବୋଲି ଏହି ଖବର ସେ ପ୍ରଥମ ଥର […]

kapil-sharma

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 02:11 PM IST

ମୁମ୍ବାଇ: ପଞ୍ଜାବର ଅମୃତସରରୁ ଆସି ଦୀର୍ଘ ସଘଂର୍ଷ ପରେ ଇଣ୍ଡଷ୍ଟ୍ରିରେ ନା କରିଥିବା କମେଡି କିଙ୍ଗ୍ କପିଲ ଶର୍ମା ଖୁବ୍‌ ଶୀଘ୍ର ବଡ଼ ପରଦାରେ ନିଜର ଫିଲ୍ମ ନେଇ ଆସୁଛନ୍ତି। ପିଲ୍ମର ନାମ ହେଉଛି  ‘ଫିରଙ୍ଗୀ’। ତେବେ ଏହାକୁ ନେଇ ସେ ଅନେକ ସମୟରେ ନିଜର କମେଡି ଶୋରେ ଆଲୋଚନା କରିଥିବା ଶୁଣିବାକୁ ମିଳିଛି। ହେଲେ ଅଭିନୟ ସହ ପ୍ରଯୋଜକ ଭାବେ ସେ ଏହି ଫିଲ୍ମ ନେଇ ଆସୁଛନ୍ତି ବୋଲି ଏହି ଖବର ସେ ପ୍ରଥମ ଥର ପାଇଁ ଟ୍ୱିଟ୍‌ କରିଛନ୍ତି।

ଏହି ଫିଲ୍ମ ପାଇଁ କପିଲ ଶର୍ମା ଖୁବ୍‌ ପରିଶ୍ରମ କରୁଛନ୍ତି। ଶରୀର ଓଜନ କମାଇବା ପାଇଁ  ସେ ସ୍ୱତନ୍ତ୍ର ବ୍ୟାୟାମର ତାଲିମ ମଧ୍ୟ ନେଉଛନ୍ତି। ନିଜ ବ୍ୟାୟାମ ସମୟର ଅନେକ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରୁଥିବା ମଧ୍ୟ ଦେଖାଯାଉଛି।

Related story