ସୁନୀଲଙ୍କୁ କପିଲଙ୍କ ଗର୍ଲଫ୍ରେଣ୍ଡଙ୍କ ଅନୁରୋଧ- ଶୋ’କୁ ଫେରି ଆସ

ମୁମ୍ବାଇ: କପିଲ ଶର୍ମା ଓ ସୁନୀଲ ଗ୍ରୋଭର ମଧ୍ୟରେ ହୋଇଥିବା ବିବାଦ ବିଷୟରେ ସମସ୍ତେ ଜାଣିଛନ୍ତି। ଏହି ବିବାଦ ପରେ ଦୁହିଁଙ୍କ ବନ୍ଧୁତ୍ୱ ଭାଙ୍ଗି ଯାଇଛି। ସୁନୀଲ ‘ଦ କପିଲ ଶର୍ମା ଶୋ’ରେ ଆଉ କାମ କରୁ ନାହାନ୍ତି। ଏଥିପାଇଁ ଶୋ’ର ଟିଆର୍‌ପି କମିଯାଇଥିବା ମଧ୍ୟ ମଝିରେ ଶୁଣିବାକୁ ମିଳିଥିଲା। କପିଲ ସୁନୀଲଙ୍କୁ ଶୋ’କୁ ଫେରେଇ ଆଣିବାକୁ ଉଦ୍ୟମ କରିଛନ୍ତି। କେବଳ ସେ ନୁହଁନ୍ତି ତାଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ଏନେଇ ସୁନୀଲଙ୍କୁ ବହୁବାର ଅନୁରୋଧ […]

sunil

sunil

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 12:01 PM IST

ମୁମ୍ବାଇ: କପିଲ ଶର୍ମା ଓ ସୁନୀଲ ଗ୍ରୋଭର ମଧ୍ୟରେ ହୋଇଥିବା ବିବାଦ ବିଷୟରେ ସମସ୍ତେ ଜାଣିଛନ୍ତି। ଏହି ବିବାଦ ପରେ ଦୁହିଁଙ୍କ ବନ୍ଧୁତ୍ୱ ଭାଙ୍ଗି ଯାଇଛି। ସୁନୀଲ ‘ଦ କପିଲ ଶର୍ମା ଶୋ’ରେ ଆଉ କାମ କରୁ ନାହାନ୍ତି। ଏଥିପାଇଁ ଶୋ’ର ଟିଆର୍‌ପି କମିଯାଇଥିବା ମଧ୍ୟ ମଝିରେ ଶୁଣିବାକୁ ମିଳିଥିଲା। କପିଲ ସୁନୀଲଙ୍କୁ ଶୋ’କୁ ଫେରେଇ ଆଣିବାକୁ ଉଦ୍ୟମ କରିଛନ୍ତି। କେବଳ ସେ ନୁହଁନ୍ତି ତାଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ଏନେଇ ସୁନୀଲଙ୍କୁ ବହୁବାର ଅନୁରୋଧ କରିଛନ୍ତି। ତେବେ ସେ ଶୋ’କୁ ଫେରି ନାହାନ୍ତି। ସେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଛନ୍ତି।

ଅଗଷ୍ଟ ୩ ତାରିଖରେ ସୁନୀଲ ଗ୍ରୋଭର ଜନ୍ମଦିନ ଥିଲା। କପିଲ ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସେ ଲେଖିଥିଲେ,‘ହାପି ବାର୍ଥ ଡେ ପାଜି। ଭଗବାନ ତୁମକୁ ସଂସାରର ସବୁ ସୁଖ ଦିଅନ୍ତୁ।’

ସୁନୀଲ ଏହାର ଉତ୍ତରରେ ଲେଖିଥିଲେ, ଧନ୍ୟବାଦ ଭାଇ। ଖୁସି ଓ ସୁସ୍ଥ ରୁହ।

କପିଲଙ୍କ ଗର୍ଲଫ୍ରେଣ୍ଡ ଗିନି ଚତରଥ ମଧ୍ୟ ଟ୍ୱିଟ୍ କରି ସୁନୀଲଙ୍କୁ ଜନ୍ମଦିନର ଶୁଭେଚ୍ଛା  ଜଣାଇଥିଲେ। ସେ ଲେଖିଥିଲେ,“ମୁଁ ତୁମକୁ ବହୁତ ମିସ୍‌ କରୁଛି। ଆପଣ ସାନ ଭାଇର କଥା ମାନି ‘ଦ କପିଲ ଶର୍ମା’ଙ୍କ ଶୋକୁ ଫେରି ଆସନ୍ତୁ।” କିନ୍ତୁ ସୁନୀଲ ଏହାର ଜବାବ ଦେଇ ନାହାନ୍ତି। ଦେଖାଯାଉ ସେ ଗିନିଙ୍କ କଥା ମାନୁଛନ୍ତି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story