ପୁଣି ଫେରିବେ କରଣ-ଶାହରୁଖ୍ ଯୋଡ଼ି

ମୁମ୍ବାଇ: ପୁଣି ଏକାଠି କାମ କରିବେ ଫିଲ୍ମ ନିର୍ମାତା କରଣ ଜୋହର ଓ କିଙ୍ଗ୍ ଖାନ୍ ଶାହାରୁଖ୍। ଶାହାରୁଖ୍‌ଙ୍କ ସହିତ ଆଉ ଏକ ଫିଲ୍ମରେ କାମ କରିବା ପାଇଁ ଚାହୁଁଛନ୍ତି କରଣ। ଶେଷ ଥର ପାଇଁ ୨୦୧୦ରେ ଦୁହେଁ “ମାଇଁ ନେମ୍ ଇଜ୍ ଖାନ୍”ରେ କାମ କରି ଥିଲେ। କରଣ ତାଙ୍କର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ କିଙ୍ଗ୍ ଖାନ୍‌ଙ୍କ ଅଭିନୀତ “କୁଛ୍ କୁଛ୍ ହୋତା ହୈ” (୧୯୯୮)ରୁ। ତାଙ୍କ ନିର୍ଦ୍ଦେଶିତ “କଭି ଖୁସି କଭି ଗମ୍” […]

karan-sharukh

karan-sharukh

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 04:43 PM IST

Sports

Latest News

ମୁମ୍ବାଇ: ପୁଣି ଏକାଠି କାମ କରିବେ ଫିଲ୍ମ ନିର୍ମାତା କରଣ ଜୋହର ଓ କିଙ୍ଗ୍ ଖାନ୍ ଶାହାରୁଖ୍। ଶାହାରୁଖ୍‌ଙ୍କ ସହିତ ଆଉ ଏକ ଫିଲ୍ମରେ କାମ କରିବା ପାଇଁ ଚାହୁଁଛନ୍ତି କରଣ। ଶେଷ ଥର ପାଇଁ ୨୦୧୦ରେ ଦୁହେଁ “ମାଇଁ ନେମ୍ ଇଜ୍ ଖାନ୍”ରେ କାମ କରି ଥିଲେ।

କରଣ ତାଙ୍କର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ କିଙ୍ଗ୍ ଖାନ୍‌ଙ୍କ ଅଭିନୀତ “କୁଛ୍ କୁଛ୍ ହୋତା ହୈ” (୧୯୯୮)ରୁ। ତାଙ୍କ ନିର୍ଦ୍ଦେଶିତ “କଭି ଖୁସି କଭି ଗମ୍” (୨୦୦୧) ଓ “କଭି ଅଲ୍‌ବିଦା ନା କେହନା” (୨୦୦୬)ରେ ବି ଅଭିନୟ କରି ଥିଲେ ଶାହରୁଖ୍। ଏ ଦୁଇ ଜଣ ବଲିଉଡ୍‌ରେ ସଫଳ ନିର୍ଦ୍ଦେଶକ-ଅଭିନେତା ଯୋଡ଼ି ଭାବେ ଜଣାଶୁଣା।

କରଣ ଏବେ “ୟେ ଦିଲ୍‌ ହେ ମୁସ୍କିଲ୍” ଫିଲ୍ମରେ ବ୍ୟସ୍ତ ଅଛନ୍ତି। ଏଥିରେ ରଣବୀର କପୁର, ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ଅନୁଷ୍କା ଶର୍ମା ପ୍ରମୁଖ ଅଭିନୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story