ବାୟୋଗ୍ରାଫିରେ କରନ୍‌ କରିବେ ନିଜ ସେକ୍ସୁଆଲିଟିର ଖୁଲାସା

ମୁମ୍ବାଇ: ବଲିଉଡରେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା କରନ୍‌ ଜୋହରଙ୍କ ସେକ୍ସୁଆଲିଟିକୁ ନେଇ ପୁଣି ପ୍ରଶ୍ନ ଉଠିଛି। ତେବେ ୨୦୧୭ରେ କରନ୍‌ ଏହି ବ୍ୟକ୍ତଗତ ପ୍ରଶ୍ନର ଉତ୍ତର ଦେବେ। ଶୁଣିବାକୁ ମିଳୁଛି ୨୦୧୭ରେ କରନ୍‌ ତାଙ୍କ ବାୟୋଗ୍ରାଫି ‘ଦି ଅନ୍‌ସୁଇଟେବୁଲ ବୟ’ର ଛୋଟ ଅଧ୍ୟାୟରେ ସେ ଏହି ପ୍ରଶ୍ନର ଉତ୍ତର ଖୋଲାଖୋଲି କହିବେ। ଏହା ଛଡ଼ା ଅନେକ ଆଲୋଚନାରେ କରନ୍‌ ଏହି ପ୍ରଶ୍ନର ଉତ୍ତର ପାଇଁ ସଙ୍କେତ ମଧ୍ୟ […]

karan-johar-story

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 05:03 PM IST

ମୁମ୍ବାଇ: ବଲିଉଡରେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା କରନ୍‌ ଜୋହରଙ୍କ ସେକ୍ସୁଆଲିଟିକୁ ନେଇ ପୁଣି ପ୍ରଶ୍ନ ଉଠିଛି। ତେବେ ୨୦୧୭ରେ କରନ୍‌ ଏହି ବ୍ୟକ୍ତଗତ ପ୍ରଶ୍ନର ଉତ୍ତର ଦେବେ।

ଶୁଣିବାକୁ ମିଳୁଛି ୨୦୧୭ରେ କରନ୍‌ ତାଙ୍କ ବାୟୋଗ୍ରାଫି ‘ଦି ଅନ୍‌ସୁଇଟେବୁଲ ବୟ’ର ଛୋଟ ଅଧ୍ୟାୟରେ ସେ ଏହି ପ୍ରଶ୍ନର ଉତ୍ତର ଖୋଲାଖୋଲି କହିବେ। ଏହା ଛଡ଼ା ଅନେକ ଆଲୋଚନାରେ କରନ୍‌ ଏହି ପ୍ରଶ୍ନର ଉତ୍ତର ପାଇଁ ସଙ୍କେତ ମଧ୍ୟ ଦେଇଛନ୍ତି।

Related story