ବ୍ୟାକ୍‌ଲେସ୍‌ ଡ୍ରେସ୍‌ ପିନ୍ଧି କରନ୍‌ଙ୍କ ପାର୍ଟିରେ ପହଞ୍ଚିଥିଲେ କରିନା

ମୁମ୍ବାଇ: ମା’ ହେବା ପରେ କିଛିଦିନର ଛୁଟି ନେଇ ପୁଣି ପୂର୍ବ ପରି କାମ ଓ ପାର୍ଟିରେ ଯୋଗ ଦେବେ ବୋଲି କହିଥିଲେ କରିନା। ବର୍ତ୍ତମାନ ସେ କହିଥିବା କଥାକୁ ପାଳନ କରିବା ଆରମ୍ଭ କରିଦେଲେଣି। ନିକଟରେ ତାଙ୍କୁ କରନ୍‌ ଜୋହରଙ୍କ ଏକ ପାର୍ଟିରେ ଦେଖାଯାଇଥିଲା। ଯେଉଁଥିରେ ସେ ପତୀ ସୈଫ୍‌ଙ୍କ ସହ ଆସିଥିଲେ। ପାର୍ଟିରେ କରିନା ବ୍ୟାକ୍‌ଲେସ୍‌ ଡ୍ରେସ ପିନ୍ଧି ଆସିଥିଲେ। ମା’ ହେବା ପରେ କରିନାଙ୍କ ଶରୀର ଓଜନ ବଢ଼ିଥିଲେ ମଧ୍ୟ ପାର୍ଟିରେ ଖୁବ୍‌ […]

kareena-kapoor-karan-joha

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 05:43 PM IST

ମୁମ୍ବାଇ: ମା’ ହେବା ପରେ କିଛିଦିନର ଛୁଟି ନେଇ ପୁଣି ପୂର୍ବ ପରି କାମ ଓ ପାର୍ଟିରେ ଯୋଗ ଦେବେ ବୋଲି କହିଥିଲେ କରିନା। ବର୍ତ୍ତମାନ ସେ କହିଥିବା କଥାକୁ ପାଳନ କରିବା ଆରମ୍ଭ କରିଦେଲେଣି। ନିକଟରେ ତାଙ୍କୁ କରନ୍‌ ଜୋହରଙ୍କ ଏକ ପାର୍ଟିରେ ଦେଖାଯାଇଥିଲା। ଯେଉଁଥିରେ ସେ ପତୀ ସୈଫ୍‌ଙ୍କ ସହ ଆସିଥିଲେ।

ପାର୍ଟିରେ କରିନା ବ୍ୟାକ୍‌ଲେସ୍‌ ଡ୍ରେସ ପିନ୍ଧି ଆସିଥିଲେ।

ମା’ ହେବା ପରେ କରିନାଙ୍କ ଶରୀର ଓଜନ ବଢ଼ିଥିଲେ ମଧ୍ୟ ପାର୍ଟିରେ ଖୁବ୍‌ ସୁନ୍ଦର ଦେଖାଯାଥିଲେ। ଏହି ପାର୍ଟିରେ କରନ୍‌ ଜୋହରଙ୍କ ଖୁବ୍‌ ନିକଟତର ବନ୍ଧୁମାନେ ଉପସ୍ଥିତ ଥିଲେ। ଅମୃତା ଅରୋରା ପାର୍ଟିର ଫଟୋ ପରେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।

Related story