ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତରେ ଜଣେ ସଫଳ ଅଭିନେତ୍ରୀ ଭାବେ କରୀନା କପୁର ଖାନ୍ ବେଶ୍ ନାଁ କମେଇଛନ୍ତି। ସେ ଜଣେ ଦକ୍ଷ ଅଭିନେତ୍ରୀ ସହ ଜଣେ ଭଲ ମାଆ ମଧ୍ୟ। କରୀନା ଏବେ ଖୁବ୍ ଖୁସିରେ ଅଛନ୍ତି। ସୈଫ୍ଙ୍କ ସହ ବାହାଘର ପରେ ସେ ନବାବି ଖାନ୍ଦାନ୍ର ଅଂଶ ମଧ୍ୟ ହୋଇଛନ୍ତି। ଏତେ ସବୁ ପରେ ବି କରୀନା ବହୁତ ସମୟରେ ଜୋରେ ଜୋରେ କାନ୍ଦନ୍ତି। ଏହି କାନ୍ଦିବାର କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କରୀନା ନିଜେ ଏକ ସାକ୍ଷତକାରରେ କହିଥିଲ ତାଙ୍କ ପାଖରେ ଏତେ ସବୁ ଖୁସି ଥାଇ ବି, ଏମିତି ଜଣେ ମଣିଷ ଅଛନ୍ତି ଯାହା ପାଇଁ ସେ ଅନେକ ସମୟରେ ଖୁବ୍ ଜୋରେ କାନ୍ଦନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ମଣିଷ ଜଣକ କିଏ ଯାହା ପାଇଁ କରୀନା ଏମିତି କାନ୍ଦନ୍ତି।
ଏଥିରୁ ଦୁହିଁଙ୍କ ଭିତର ଭଲ ପାଇବା ଦେଖାଯାଉଛି। ପରସ୍ପରଠୁ ଦୂରରେ ରହିବା ସେମାନଙ୍କ ପାଇଁ ଖୁବ୍ କଷ୍ଟକର।