ଏହି ହିରୋଇନ୍‌ ଗୋଟିଏ ଫିଲ୍ମ ପାଇଁ  ପିନ୍ଧିଥିଲେ ସବୁଠୁ ଅଧିକ ପୋଷାକ

ମୁମ୍ବାଇ: ଗୋଟିଏ ଫିଲ୍ମରେ ହିରୋ ଓ ହିରୋଇନ୍‌ମାନେ ବିଭିନ୍ନ ଡିଜାଇନ୍‌ର ଡ୍ରେସ୍ ପିନ୍ଧନ୍ତି। ଚରିତ୍ରକୁ ମାନିଲା ଭଳି ଡ୍ରେସ୍ ସେମାନେ ପିନ୍ଧନ୍ତି। ତେବେ ଗୋଟିଏ ଫିଲ୍ମରେ ଜଣେ ହିରୋ ବା ହିରୋଇନ୍ ଅତିବେଶୀରେ କେତୋଟି ଡିଜାଇନ୍‌ର ପୋଷାକ ପିନ୍ଧୁଥିବେ ବୋଲି ଆପଣ ଭାବୁଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ନିଜ ପୋଷାକ ପ୍ରତି ସବୁବେଳେ ସଚେତନ ଥିବା କରୀନା ଗୋଟିଏ ଫିଲ୍ମରେ ୧୩୦ଟି ଡିଜାଇନର ପୋଷାକ ପିନ୍ଧିଥିଲେ। ଏହା ଆଜି ପର୍ଯ୍ୟନ୍ତ ବଲିଉଡ୍‌ରେ ଏକ ରେକର୍ଡ ହୋଇ ରହିଛି। […]

karina

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 02:26 PM IST

ମୁମ୍ବାଇ: ଗୋଟିଏ ଫିଲ୍ମରେ ହିରୋ ଓ ହିରୋଇନ୍‌ମାନେ ବିଭିନ୍ନ ଡିଜାଇନ୍‌ର ଡ୍ରେସ୍ ପିନ୍ଧନ୍ତି। ଚରିତ୍ରକୁ ମାନିଲା ଭଳି ଡ୍ରେସ୍ ସେମାନେ ପିନ୍ଧନ୍ତି। ତେବେ ଗୋଟିଏ ଫିଲ୍ମରେ ଜଣେ ହିରୋ ବା ହିରୋଇନ୍ ଅତିବେଶୀରେ କେତୋଟି ଡିଜାଇନ୍‌ର ପୋଷାକ ପିନ୍ଧୁଥିବେ ବୋଲି ଆପଣ ଭାବୁଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ନିଜ ପୋଷାକ ପ୍ରତି ସବୁବେଳେ ସଚେତନ ଥିବା କରୀନା ଗୋଟିଏ ଫିଲ୍ମରେ ୧୩୦ଟି ଡିଜାଇନର ପୋଷାକ ପିନ୍ଧିଥିଲେ। ଏହା ଆଜି ପର୍ଯ୍ୟନ୍ତ ବଲିଉଡ୍‌ରେ ଏକ ରେକର୍ଡ ହୋଇ ରହିଛି। ଆଉ କୌଣସି ହିରୋଇନ୍‌ ଗୋଟିଏ ଫିଲ୍ମରେ ଏତେ ଡିଜାଇନର ଡ୍ରେସ୍‌ ପିନ୍ଧି ନାହାନ୍ତି।

୨୦୧୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହିରୋଇନ୍‌’ରେ କରୀନା ୧୩୦ଟି ଡିଜାଇନର ପୋଷାକ ପିନ୍ଧିଥିଲେ।  ଖାସ୍‌ କଥା ହେଉଛି, ଏହି ଫିଲ୍ମରେ ସେ ପିନ୍ଧିଥିବା ପୋଷାକ କେବଳ ଭାରତ ନୁହେଁ, ଦେଶ ବାହାରର ବିଭିନ୍ନ ଡିଜାଇନର ଡିଜାଇନ୍‌ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଏତେ ସଫଳ ହୋଇ ନଥିଲେ ବି ଫିଲ୍ମରେ କରୀନା ନିଜ ଦମଦାର ଅଭିନୟ ଓ ଲୁକ୍‌ ପାଇଁ ଦର୍ଶକଙ୍କ ମନରେ ରହିଯାଇଛନ୍ତି।

Related story