ସଂସାର ଗଢ଼ିବେ କରିସ୍ମାଙ୍କ ଏକ୍ସ ସ୍ୱାମୀ: କିଏ ହେବ ତାଙ୍କ ଜୀବନସାଥୀ

ମୁମ୍ବାଇ:  ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କରିସ୍ମା କପୁରଙ୍କ ଏକ୍ସ ହଜବେଣ୍ଡ ସଞ୍ଜୟ କପୁର। ମଡେଲ୍‌ ପ୍ରିୟା ସଚ୍ଚଦେବଙ୍କୁ ବିବାହ କରୁଛନ୍ତି ସଞ୍ଜୟ । ନ୍ୟୁୟର୍କରେ ହେବ ଏହି  ଦୁଇ ଲଭ୍‌ବାର୍ଡଙ୍କ ବିବାହ। ଉତ୍ସବରେ ସାମିଲ ହେବେ ଦୁଇ ପରିବାରର ଅତି ଘନିଷ୍ଠ ବନ୍ଧୁ। ୨୦୦୩ ମସିହାରେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ କରିସ୍ମା କପୁର ।  ଉଭୟଙ୍କର ଦୁଇଟି ସନ୍ତାନ ରହିଛି। ୨୦୧୦ରେ କରିସ୍ମା ତାଙ୍କର ଦୁଇ ସନ୍ତାନ ନେଇ ଶ୍ୱଶୁର ଘର ଛାଡ଼ି […]

Karishma-Kapoor-Sanjay-Kapur,,,

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 01:34 PM IST

ମୁମ୍ବାଇ:  ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କରିସ୍ମା କପୁରଙ୍କ ଏକ୍ସ ହଜବେଣ୍ଡ ସଞ୍ଜୟ କପୁର। ମଡେଲ୍‌ ପ୍ରିୟା ସଚ୍ଚଦେବଙ୍କୁ ବିବାହ କରୁଛନ୍ତି ସଞ୍ଜୟ । ନ୍ୟୁୟର୍କରେ ହେବ ଏହି  ଦୁଇ ଲଭ୍‌ବାର୍ଡଙ୍କ ବିବାହ। ଉତ୍ସବରେ ସାମିଲ ହେବେ ଦୁଇ ପରିବାରର ଅତି ଘନିଷ୍ଠ ବନ୍ଧୁ।

୨୦୦୩ ମସିହାରେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ କରିସ୍ମା କପୁର ।  ଉଭୟଙ୍କର ଦୁଇଟି ସନ୍ତାନ ରହିଛି। ୨୦୧୦ରେ କରିସ୍ମା ତାଙ୍କର ଦୁଇ ସନ୍ତାନ ନେଇ ଶ୍ୱଶୁର ଘର ଛାଡ଼ି ପଳାଇ ଆସିଥିଲେ। ଗତବର୍ଷ ଜୁଲାଇ ମାସରେ ଦୁଇ ଜଣଙ୍କର ଛାଡ଼ପତ୍ର ହୋଇଥିଲା।

Related story